ରାଉରକେଲା, (ବାଘୁଆବାର୍ତ୍ତା): ପାହାଡ ଉପରେ ଝୁଲୁଛି ଯୁବକଙ୍କ ମୃତଦେହ କ୍ଷ ମୃତ ଯୁବକ ରିଙ୍କୁ ସାହୁ । ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ବୈଷ୍ନୋଦେବୀ ଦୁର୍ଗାପୁର ପାହାଡ଼ ଉପରେ ଘଟିଛି ଘଟଣା କ୍ଷ ରିଙ୍କୁଙ୍କ ଘର ଟିମ୍ବର କଲୋନୀରେ କ୍ଷ ରିଙ୍କୁ ଶୁକ୍ରବାର ରାତିରୁ ନିଖୋଜ ଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ଅପରାହ୍ନରେ ଖବର ମିଳିଲା ରିଙ୍କୁଙ୍କ ମୃତଦେହ ପାହାଡ ଉପର ଏକ ଗଛରେ ଝୁଲୁଛି । ରିଙ୍କୁ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।





