ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ଶ୍ରୀ କ୍ଷେତ୍ର ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଦୁର୍ବୃତ୍ତଙ୍କୁ ଧରିବାକୁ ଯିବା ବେଳେ ପୁଲିସ ଉପରକୁ ବୋମା ମାଡ଼ ହୋଇଥିଲା। ତେବେ ଉକ୍ତ ବୋମାମାଡ଼ ସମୟରେ ଜଣକୁ ପୁଲିସ କାବୁ କରିଛି। ଘଟଣାସ୍ଥଳରେ ଏସପି ପହଂଚି ଘଟଣାର ତଦନ୍ତ କରୁଛନ୍ତି ।





