Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ହାଣି ଟିକ୍‌ଟିକ୍ କରିଦେଲା ନୃସଂଶ ସ୍ବାମୀ, ପାଣି ଟାଙ୍କିରେ ୨ ମାସ

by ସଞ୍ଜୟ ସ୍ୱାଇଁ
March 6, 2023
in Crime, NATIONAL NEWS
ସ୍ତ୍ରୀକୁ ହାଣି ଟିକ୍‌ଟିକ୍ କରିଦେଲା ନୃସଂଶ ସ୍ବାମୀ, ପାଣି ଟାଙ୍କିରେ ୨ ମାସ
212
VIEWS
Share on FacebookShare on Twitter

ବିଳାସପୁର, (ବାଘୁଆବାର୍ତ୍ତା): ଛତିଶଗଡ ବିଳାସପୁରରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ହାଣି ଟିକ୍‌ଟିକ୍ କରିଦେଲା ସ୍ବାମୀ। ବିଳାସପୁରର ପଓ୍ବନ ଠାକୁର ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସତୀ ସାହୁଙ୍କୁ ହାଣି ଖଣ୍ଡଖଣ୍ଡ ପାଣି ଟାଙ୍କିରେ ରଖିଥିଲେ । ମୃତଦେହକୁ ପ୍ରାୟ ୨ ମାସ ପର‌୍ୟ୍ୟନ୍ତ ପାଣି ଟାଙ୍କିରେ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଦୀର୍ଘ ୨ ମାସ ପରେ ପାଣି ଟାଙ୍କିରୁ ମୃତଦେହ ଠାବ କରିଛି ବିଳାସପୁର ପୋଲିସ। ସ୍ବାମୀ ପଓ୍ବନ ସ୍ତ୍ରୀଙ୍କର ପରକ୍ରିୟା ପ୍ରିତି ଥିବା ସନ୍ଦେହ କରି ହତ୍ୟା କରିଥିବା କୁହାଯାଉଛି। ପୋଲିସ ଓ ଫରେନସିକ ଏସ୍କ୍ସପର୍ଟ ଟିମ୍ ପହଞ୍ଚି ଘଟଣାର ଛାନବିନ କରୁଛି। ନକଲି ଟଙ୍କା କାରବାର ନେଇ ପୱନକୁ ଧରିଥିଲା ପୋଲିସ । ପରେ ଛାନଭିନ୍ ପାଇଁ ତା’ ଘରେ ପହଞ୍ଚିଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ । ଦୁର୍ଗନ୍ଧ ଖୋଜି ଖୋଜି ପୋଲିସ ପାଣି ଟାଙ୍କି ପାଖରେ ପହଞ୍ଚିଥିଲା । ତା’ ପରର ଦୃଶ୍ୟ ଦେଖି ଚକିତ ହୋଇପଡିଥିଲା ପୋଲିସ । କାରଣ ପାଣି ଟାଙ୍କିରେ ଥିଲା ତା’ ପତ୍ନୀର ଖଣ୍ଡବିଖଣ୍ଡିତ ଶରୀର ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!