ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଯାଜପୁର ଜିଲ୍ଲାରେ ଏହାର ଭୟାବହତା ସୃଷ୍ଟି କରିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଥିବା ବେଳେ ରାଜ୍ୟରେ ୧୫୭ ଛୁଇଁଛି । ସୂଚନାନୁାସାରେ, ପଶ୍ମିମବଙ୍ଗ ଫେରନ୍ତାଙ୍କ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ତିନୋଟି ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି ।





