Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବକାରୀ ଧରପଗଡ଼ : ୬ ଗିରଫ୍, ହେରୋଇନ୍, ଦେଶୀମଦ ଜବତ

by ସଞ୍ଜୟ ସ୍ୱାଇଁ
February 7, 2023
in Crime, State
ଅବକାରୀ ଧରପଗଡ଼ : ୬ ଗିରଫ୍, ହେରୋଇନ୍, ଦେଶୀମଦ ଜବତ
85
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଅବକାରୀ ନିରୀକ୍ଷକଙ୍କ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ବରେ ଭଦ୍ରକ ଜିଲ୍ଲାର ଭ୍ରାମ୍ୟମାଣ ସ୍କାଡ଼ ଦ୍ବାରା ଗତ ୫ ଓ ୬ ତାରିଖରେ କରାଯାଇଥିବା ଅବକାରୀ ଧରପଗଡ଼ରେ ୬ ଜଣ ଟେରା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ଼ କରାଯିବା ସହିତ ହେରୋଇନ୍, ଗେରାରନ୍ଧା ଦେଶୀମଦ ଓ ସ୍କୁଟି ଜବଦ କରାଯାଇଛି । ୫ ତାରିଖ ରବିବାର ଦିନ ଭଦ୍ରକ ଗ୍ରାମାଞ୍ଚଳଥାନା ଅନ୍ତର୍ଗତ ସରମଙ୍ଗା, ଓଲଙ୍ଗ, ଚଢ଼େୟା, କାଉପୁର ଏବଂ ବରପଦା ଅଞ୍ଚଳରେ ଚଢ଼ଉ କରାଯାଇ ଗୋଟିଏ ସ୍କୁଟି ଏବଂ ୧୦୫ ଲିଟର ଚୋରା ରନ୍ଧା ଦେଶୀ ମଦ ଜବଦ କରାଯାଇ ୩ଟି ମୋକଦ୍ଦମା ପଞ୍ଜିକୃତ ମୂଳେ ସଂପୃକ୍ତ ୩ ଜଣ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିଲା । ସେହିପରି ୬ ତାରିଖ ସୋମବାର ଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନାର ରାନ୍ଦିଆ, ଡଙ୍କଗଡ଼ିଆ, ଓଲଙ୍ଗ, ବରପଦା ଅଞ୍ଚଳରେ ଚଢ଼ଉ କରାଯାଇ ୧୫ ଗ୍ରାମ୍ ଓଜନର ହେରୋଇନ୍ ଜବତ କରାଯାଇ ଏନ୍‌ଡ଼ିପିଏସ୍ ଆଇନ୍ ବଳରେ ଜଣକୁ ଓ ୮୦ ଲିଟର ଟେରା ରନ୍ଧା ଦେଶୀମଦ ଜବତ କରି ୨ଟି ମୋକଦ୍ଦମା ପଞ୍ଜିକରଣ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ଼ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!