Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫେରନ୍ତାଙ୍କୁ ନେଇ କେନ୍ଦୁଢିପିରେ ଲଙ୍କାକାଣ୍ଡ

by ସଞ୍ଜୟ ସ୍ୱାଇଁ
April 27, 2020
in Breaking, Crime
ଫେରନ୍ତାଙ୍କୁ ନେଇ କେନ୍ଦୁଢିପିରେ ଲଙ୍କାକାଣ୍ଡ
38
VIEWS
Share on FacebookShare on Twitter

ସରପଂଚ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଂଚଙ୍କ ସମେତ ଦୁଇ ଆହାତ

ନୟାଗଡ଼,(ବାଘୁଆବାର୍ତ୍ତା): ଭୂବନେଶ୍ୱର ଫେରନ୍ତାଙ୍କ ପାଇଁ ଆଜି କେନ୍ଦୁଢିପି ପଂଚାୟତରେ ଘଟିଛି ଲଙ୍କାକାଣ୍ଡ । ସରପଂଚ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଂଚ ଏବଂ ଜଣେ ୱାର୍ଡ଼ ସଭ୍ୟାଙ୍କ ସ୍ୱାମୀ ଆହତ ହୋଇଛନ୍ତି । ସୂଚନାନୁସାରେ, ଆଜି କେନ୍ଦୁଢିପି ଗ୍ରାମକୁ ଭୂବନେଶ୍ୱରରେ ରହୁଥିବା ମଧୂସୁଦନ ସାହୁ ଫେରିଥିଲେ । କରୋନା ମହାମାରୀ ଭୟରେ ଗ୍ରାମବାସୀଙ୍କ ମତାମତରେ ନାଏବ ସରପଂଚ ଏବଂ ୱାର୍ଡ଼ ସଭ୍ୟାଙ୍କ ସ୍ୱାମୀ ତାଙ୍କୁ ନେଇ କେନ୍ଦୁଢିପି ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ । ଏନେଇ ଖବରପାଇ ଗ୍ରାମର ଆଶା କର୍ମୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପହଂଚି ସରପଂଚ ମନା କରିଛନ୍ତି, ତାଙ୍କୁ ଏଠାରେ ରଖା ଯାଇ ପାରିବ ନାହିଁ ବୋଲି କହିଥିଲେ । ଫଳରେ ଏହି ଘଟଣାକୁ କେନ୍ଦ୍ର କରି ସଂନ୍ଧ୍ୟାରେ ସରପଂଚଙ୍କ ସ୍ୱାମୀ ଆରତ ବେହେରା ଏବଂ ନାଏବ ସରପଂଚ ଅରୂପ କୁମାର ସାହୁ ଓ ୱାର୍ଡ଼ ସଭ୍ୟାଙ୍କ ସ୍ୱାମୀ ଶଶଧର ବେହେରାଙ୍କର ବଚସା ହୋଇଥିଲା । ଏହି ବଚସାକୁ କେନ୍ଦ୍ର କରି ସରପଂଚଙ୍କ ସ୍ୱାମୀ ଆରତ ବେହେରା ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିବା ଶଶଧର କହିଛନ୍ତି । ଆରତଙ୍କ ସହ ତାଙ୍କର କିଛି ସଂମ୍ପର୍କୀୟ ମଧ୍ୟ ମାଡ଼ ମାରିଥିବା ନେଇ ଶଶଧର ଗଚ୍ଚାମଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ମାଡ଼ ଖାଇଥିବା ଶଶଧର ଏବଂ ଅରୂପଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତୀ କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅରୂପଙ୍କୁ ଡାକ୍ତରଖାନାରୁ ଛାଡ଼ା ଯାଇଛି । ଶଶଧରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏନେଇ ଇଟାମାଟି ଥାନା ଅଧିକାରୀଙ୍କୁ ପଚାରିବାରେ, ଗଣ୍ଡଗୋଳ ହୋଇଥିବା କହିଥିବା ବେଳେ ଏଯାଏଁ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!