Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ପଠାନ୍‌’କୁ ବଏକଟ୍ ଧମକ ଦେଲା କଳିଙ୍ଗ ସେନା

by ସଞ୍ଜୟ ସ୍ୱାଇଁ
January 23, 2023
in Feature News, State
‘ପଠାନ୍‌’କୁ ବଏକଟ୍ ଧମକ ଦେଲା କଳିଙ୍ଗ ସେନା
40
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ‘ପଠାନ’ ଚଳଚ୍ଚିତ୍ରକୁ ଘୋର ବିରୋଧ କରିଛି କଳିଙ୍ଗ ସେନା । ସଂଗଠନ ସିଧାସଳଖ ଧମକ ଦେଇଛି, ଏହି ସିନେମାକୁ ଓଡ଼ିଶାରେ ବଏକଟ୍ କରାଯିବ । ରାଜ୍ୟର କୌଣସି ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଇ ଦିଆଯିବନି । ସୋମବାର ସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯିବ । ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି, ବଲିଉଡ ଅଭିନେତା ଶାହରୁଖ ଖାନ୍ ସବୁବେଳେ ଅପସଂସ୍କୃତିଧର୍ମୀ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଅଧିକାଂଶ ସିନେମାରେ ସେ ଭାରତର ସଂସ୍କୃତିକୁ ଦଳିମକଚି ନଷ୍ଟ କରୁଥିବା ନଜିର୍ ରହିଛି । ଯାହାର କୁପ୍ରଭାବ ସମାଜ ଉପରେ ପଡୁଛି । ଅଶୋକା ଚଳଚ୍ଚିତ୍ରରେ ଶାହରୁଖ ଓଡି଼ଶାର କଳିଙ୍ଗ ଇତିହାସକୁ ବିକୃତ କରିଥିଲେ । ଓଡି଼ଆ ନାରୀ ଜାତିଙ୍କ ପ୍ରତି ଅପମାନସୂଚକ ଦୃଶ୍ୟ ଥିଲା । ସେତେବେଳେ ଅଶୋକା ଚଳଚ୍ଚିତ୍ରକୁ ପୂରା ଓଡି଼ଆ ସମାଜ ନିନ୍ଦା କରିଥିଲା । ଏବେ ପଠାନ୍ ଚଳଚ୍ଚିତ୍ର ମାଧ୍ୟମରେ ସାରା ଭାରତକୁ ଅପମାନିତ କରିବାକୁ ଚକ୍କରରେ ଲାଗିଛନ୍ତି । ରାଜ୍ୟ ତଥା ଦେଶର ଭବିଷ୍ୟତ ପିଢ଼ି ବିପରୀତଗାମୀ ହେବେ । ତେଣୁ ପଠାନ ଚଳଚ୍ଚିତ୍ରକୁ କୌଣସି ହଲ୍‌ରେ ପ୍ରଦର୍ଶନ ନ କରିବା ପାଇଁ ଶ୍ରୀ ରଥ ଫିଲ୍ମ ହଲ୍ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!