Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ “ଉତ୍ସାହ -୨୦୨୨” ରେ ପ୍ରତିଭା ପ୍ରଦର୍ଶନ

by ସଞ୍ଜୟ ସ୍ୱାଇଁ
December 14, 2022
in Nayagarh, Sports, State
ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ “ଉତ୍ସାହ -୨୦୨୨” ରେ ପ୍ରତିଭା ପ୍ରଦର୍ଶନ
24
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ସ୍ଥିତ କ୍ରୀଡା ବିଭାଗ ଅଧୀନ କ୍ରୀଡାଙ୍ଗନ ରେ ନୟାଗଡ ଜିଲ୍ଲାର ତପଶ୍ୟା ଶିଶୁଗୃହ ଏବଂ ନୟାଗଡ କଲାପରିଷଦ ଶିଶୁ ଯତ୍ନ ଅନୁଷ୍ଠାନର ୬୦ ଜଣ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ “ଉତ୍ସାହ -୨୦୨୨” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ  ରବିନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ପ୍ରତିଯୋଗୀମାନେ ୧୦୦ମିଟର ଦୌଡ , ୨୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, କ୍ୟାରମ, ଚେସ, ଫୁଟବଲ ଆଦି ଖେଳରେ ଅଂଶଗ୍ରହଣ କରିଥିଲେ । ୧୦୦ମିଟର ଦୌଡ ପ୍ରତିଯୋଗୀତାର ବାଳକ ବର୍ଗରେ ତିମାଥୀ ନାୟକ, ପ୍ରଭାତ କନହର,ସୁଶୀଲ କୁମାର ପାଲ ଓ ମହିଳା ବର୍ଗ ରେ ମମଳୀ ପ୍ରଧାନ, ଭବାନୀ ନାୟକ, ଶିବାନୀ ନାୟକ କୃତିତ୍ଵ ହାସଲ କରିଥିଲେ । ସେହିପରି ୨୦୦ ମିଟର ଦୌଡ ବାଳକ ବର୍ଗ ରେ ତିମାଥୀ ନାୟକ, ପ୍ରଭାତ କନହର, ଲେଭେନ ସିଂହ, ଓ ମହିଳା ବର୍ଗ ରେ ମାମାଲି ପ୍ରଧାନ , ରୂପସୀ ପ୍ରଧାନ, ଶିବାନୀ ନାୟକ କୃତିତ୍ଵ ହାସଲ କରିଥିଲେ। ଲମ୍ବଡିଆଁ ବାଳକ ବିଭାଗ ରେ ବିକାଶ ନାୟକ,ଅମର ଦିଗଳ, ପ୍ରଭାତ କନହର ଓ ମହିଳା ବର୍ଗ ରେ ମାମାଳି ପ୍ରଧାନ, ତୁଲସୀ ଜାନି, ରୂପଶି ପ୍ରଧାନ କୃତିତ୍ଵ ହାସଲ କରିଥିଲେ। ଉଚ୍ଚଡିଆଁ ରେ ବାଳକ ବର୍ଗ ରେ ପ୍ରଭାତ କନହର, ଅମର ଦିଗଳ, ବିକାଶ ନାୟକ ଓ ମହିଳା ବର୍ଗ ରେ ମାମାଳି ପ୍ରଧାନ, ଲକ୍ଷ୍ମୀପ୍ରିୟା ନାୟକ, ମନାସି ପ୍ରଧାନ ଯଥାକ୍ରମେ କୃତିତ୍ଵ ହାସଲ କରିଥିଲେ। ଫୁଟବଲରେ ନୟାଗଡ କଳାପରିଷଦର ବାଳକବର୍ଗ କୃତିତ୍ଵ ହାସଲ କରିଥିଲେ। କ୍ୟାରମ ପ୍ରତିଯୋଗୀତା ରେ ପ୍ରଥମ ମାମାଳି ପ୍ରଧାନ, ଦ୍ଵିତୀୟ ସୁଶୀଲ କୁମାର ପାଲ ଏବଂ ବିକାଶ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଚେସ ପ୍ରତିଯୋଗୀତା ରେ ସୁଶୀଲ କୁମାର ପାଲ ପ୍ରଥମ, ଦ୍ଵିତୀୟ ମାମାଳି ପ୍ରଧାନ ଏବଂ ସୁଶାନ୍ତ ଯାନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବେ । ଏହି କାର‌୍ୟ୍ୟଥକର୍ମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏସ.କେ. ଇନ୍ନାୟତ ତୁଲ୍ଲା ପରିଚାଳନା କରିଥିବା ବେଳେ ବିରଞ୍ଚି ନାରାୟଣ ବେହେରା ଏବଂ ତାଙ୍କ କର୍ମ କର୍ତ୍ତା ସହାୟତା କରିଥିଲେ।, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିଥିଲେ। ଅନ୍ତିମରେ ସତ୍ୟ ରଞ୍ଜନ ଦାଶ ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀଧନ୍ୟବାଦ ଦେଇ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ‘ଉତ୍ସାହ’ ର ସମାପ୍ତି ଘୋଷଣା କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!