Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଚ୍ଚନାଙ୍କ ୭ଦିନିଆ ରିମାଣ୍ଡ ଶେଷ

by ସଞ୍ଜୟ ସ୍ୱାଇଁ
December 13, 2022
in Crime, State
ଅର୍ଚ୍ଚନାଙ୍କ ୭ଦିନିଆ ରିମାଣ୍ଡ ଶେଷ
56
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଅର୍ଚନା ନାଗ ମାମଲାରେ ନିଶାର ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଅର୍ଚ୍ଚନାର ୭ ଦିନ ରିମାଣ୍ଡ ସମୟ ଅର୍ଚ୍ଚନା ଠାରୁ ଇଡିର ଅଧିକାରୀମାନେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଥିଲେ । ହେଲେ ଅର୍ଚ୍ଚନା ଇଡିକୁ ନିରାଶ କରିଛି । ଚତୁର ଅର୍ଚ୍ଚନା ଅଳ୍ପ କିଛି ତଥ୍ୟ ଦେଇଛି ଅନେକ କିଛି ଚାପି ଦେଇଛି । ମଙ୍ଗଳବାର ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯିବ । ଅର୍ଚ୍ଚନାକୁ ଗତ ୬ ତାରିଖରେ ଅର୍ଚ୍ଚନାକୁ ରିମାଣ୍ଡରେ ଆଣିଥିଲା ଇଡି । କ୍ୟାପିଟାଲ୍ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ କହିଥିଲେ, ଏମିତି ତଥ୍ୟ ଅଛି ୩୦ ମିନିଟ୍‌ରେ ରାଜ୍ୟ ଦୋହଲାଇ ଦେବି । ହେଲେ ଅର୍ଚ୍ଚନା ଆଜି ପର‌୍ୟ୍ୟନ୍ତ ଇଡି ଆଗରେ ମୁହଁ ଖାଲୁ ନାହାନ୍ତି । ଏମିତିକି ତଦନ୍ତରେ ସହଯୋଗ କରୁନଥିବା ଜଣାପଡିଛି । ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କୋର୍ଟରେ ହାଜର କରାଯିବ । ଇଡି ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ସୁରକ୍ଷାକୁ ନଜରେ ରଖି ଇଡିର ଅଧିକାରୀମାନେ କମିଶନରେଟ୍ ପୁଲିସ୍‌କୁ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଓ କିଛି ଅଧିକାରୀ ମାଗିଛନ୍ତି । ସେମାନଙ୍କ ଦାବି ମୁତାବକ ପୁଲିସ୍ ଫୋର୍ସ ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!