Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ସରୁଛି ଅର୍ଚ୍ଚନାଙ୍କ ଇଡି ରିମାଣ୍ଡ, ପାଟି ଖୋଲୁନି

by ସଞ୍ଜୟ ସ୍ୱାଇଁ
December 12, 2022
in Crime, State
ଆଜି ସରୁଛି ଅର୍ଚ୍ଚନାଙ୍କ ଇଡି ରିମାଣ୍ଡ, ପାଟି ଖୋଲୁନି
78
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ସୋମବାର ସରୁଛି ଅର୍ଚ୍ଚନାଙ୍କ ED ରିମାଣ୍ଡ । ଆଗକୁ ଅଧିକ ଦିନ ରିମାଣ୍ଡ ପାଇଁ ଇଡି ଆବେଦନ କରିବ କି ନାହିଁ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଗତ ୬ ଦିନ ଭିତରେ ଅର୍ଚ୍ଚନା ନାଗ କୌଣସି ତଥ୍ୟ ED ଆଗରେ ପ୍ରକାଶ କରିନଥିବା ସୂଚନା ମିଳିଛି । ଯେଉଁ ଦିନ କୋର୍ଟରୁ ଅର୍ଚ୍ଚନାଙ୍କୁ ED ଆଣିଥିଲା ସେହି ଦିନ ୩୦ ମିନିଟ ଭିତରେ ମୁଖା ଖୋଲିବେ ବୋଲି ଅର୍ଚ୍ଚନା ଗଣମାଧ୍ୟମ ଆଗରେ କହିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କୌଣସି ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇନାହାନ୍ତି ଅର୍ଚ୍ଚନା । ତେବେ ଅର୍ଚ୍ଚନା ତାଙ୍କ ଗାଁରେ ଜମି ବିକ୍ରି କରି ସେ କୋଟିପତି ପାଲଟିଥିବା କହିଛନ୍ତି। ଯାହାକୁ ED ବିଶ୍ବାସ କରିପାରୁନି। ସେପଟେ ଜଗବନ୍ଧୁଙ୍କୁ ଆଜି କୋର୍ଟରେ ହାଜର କରାଯିବାକୁ ଥିବାବେଳେ ହାଜର ପରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ED।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!