Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋହିତ ଶର୍ମାଙ୍କ ଉପରେ ଖପ୍ପା ହେଲେ ପୂର୍ବତନ କ୍ୟାପଟେନ ସୁନିଲ ଗାଭାସ୍କର

by ସଞ୍ଜୟ ସ୍ୱାଇଁ
December 9, 2022
in Sports
ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ଇଂଲଣ୍ଡ ଆଗରେ ୨୨୫ରନର ବିଜୟ ଲକ୍ଷ
213
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା , ଆସିବାର ଥିଲା ଯଦି ଆଗରୁ ଆସିଲେନି କାହିଙ୍କି , ବାଂଗ୍ଲାଦେଶ ଠୁ ସିରିଜ ହାରିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଦେଖା ଦେଇଛି ଅସନ୍ତୁଷ୍ଟ । କିଏ ଦଳରୁ ଖେଳାଳି ପରିବର୍ତ୍ତନ କରିବା କଥା କହୁଛି ତ ଆଉ କିଏ ସ୍ପିଲ୍ଟ କ୍ୟାପଟେନ୍ସି ପାଇଁ ରାୟ ଦେଉଛି । ତେବେ ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ସୁନିଲ ଗାଭାସ୍କର ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି ରୋହିତ ଯଦି ବ୍ୟାଟିଂ ପାଇଁ ପୂର୍ବରୁ ଆସିଥାନ୍ତେ ତେବେ ମ୍ୟାଚର ଫଳାଫଳ କିଛି ଅଲଗା ହୋଇଥାନ୍ତା । ବାଂଗ୍ଲାଦେଶ ବିପକ୍ଷ ସିରିଜିର ଦିତୀୟ ମ୍ୟାଚରେ ୫ ରନରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଦିତୀୟ ଥର ପାଇଁ ବାଂଗ୍ଲାଦେଶଠୁ ସିରିଜ ହାରି ନିଜପାଇଁ ଅଡୁଆ ସୃଷ୍ଟି କରିଛ । ଏହି ମ୍ୟାଚରେ ଭାରତିୟ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଳିରେ ଆଘାତ କାରଣରୁ ସେ ୯ ନମ୍ବରରେ ବ୍ୟାଟିଂ ପାଇଁ ଆସି ୫୧ ରନର ଅପରାଜିତ ପାରି ଖେଳିଥିଲେ, କିନ୍ତୁ ଦଳକୁ ପରାଜୟ ମୁହଁରୁ ବାହାର କରିପାରିନଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତିରେ ସହମତ ଦେଖାଇନାହାନ୍ତି ଗାଭାସ୍କର । ସେ କହିଛନ୍ତି ଯଦି ରୋହିତ ଯଦି ୯ ନମ୍ବରରେ ନଆସି ୭ ନମ୍ବରରେ ବ୍ୟାଟିଂ ପାଇଁ ଆସିଥାନ୍ତେ ତେବେ ମ୍ୟାଚର ଫଳାଫଳ କିଛିଟା ଅଲଗା ହୋଇଥାନ୍ତା ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!