Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ଓଭରରେ ୭ ଛକା

by ସଞ୍ଜୟ ସ୍ୱାଇଁ
November 28, 2022
in NATIONAL NEWS, Sports
ଗୋଟିଏ ଓଭରରେ ୭ ଛକା
340
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଯୁବ ବ୍ୟାଟର୍‌ ଋତୁରାଜ ଗାଏକୱାଡଙ୍କ ଧୂଆଁଧାର ବ୍ୟାଟିଂ । ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛନ୍ତି ଋତୁରାଜ । ମହାରାଷ୍ଟ୍ରରୁ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ରନବର୍ଷା କରିଛନ୍ତି ଏହି କ୍ରିକେଟର । ଏକ ଓଭରରେ ସାତୋଟି ଛକା ମାରି ବୋଲରଙ୍କ ସେ ନିଦ ହଜାଇ ଦେଇଛନ୍ତି । ଲିମିଟେଡ ଓଭର କ୍ରିକେଟରେ ଏଭଳି ରେକର୍ଡ କରି ଦୁନିଆର ପ୍ରଥମ ବ୍ୟାଟର ସାଜିଛନ୍ତି ଋତୁରାଜ । ଉତ୍ତର ପ୍ରଦେଶର ବୋଲର ଶିବା ସିଂଙ୍କ ଓଭରରେ ଏହି କାରନାମା କରି ଦେଖାଇଛନ୍ତି ଋତୁରାଜ । ଓଭରର ନୋ ବଲରେ ମଧ୍ୟ ସେ ଛକା ବର୍ଷା କରିଛନ୍ତି । ସାତୋଟି ବଲରେ ସାତୋଟି ଛକା ମାରି ନୂଆ ରେକର୍ଡ ସେ ସୃଷ୍ଟି କରିଛନ୍ତି । ଏହି ମ୍ୟାଚରେ ୧୫୯ ବଲରେ ୨୨୦ ରନ ସଂଗ୍ରହ କରିଛନ୍ତି ଋତୁରାଜ । ମ୍ୟାଚରେ ୧୦ଟି ଚଉକା ସହ ସେ ୧୬ଟି ଛକା ମାରିଛନ୍ତି । ଗାୟକ୍ବାଡଙ୍କ ରନ ସାହାଯ୍ୟରେ ୫ ୱିକେଟ ହରାଇ ୫୦ ଓଭରରେ ୩୦୦ ରନ କରିଛି ମହାରାଷ୍ଟ୍ର ଟିମ । ମ୍ୟାଚରେ ସେ ଓପନିଂ କରିଥିବା ବେଳେ ଅନ୍ୟ କୌଣସି ଖେଳାଳୀ ଅର୍ଦ୍ଧଶତକ ବି କରିବାକୁ ସକ୍ଷମ ହୋଇନାହାନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!