Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲକାନଗିରି ପୁଲିସର ବଡ଼ ସଫଳତା

by ସଞ୍ଜୟ ସ୍ୱାଇଁ
November 23, 2022
in Crime, State
ମାଲକାନଗିରି ପୁଲିସର ବଡ଼ ସଫଳତା
78
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଧାକଡ଼ପଦର ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଇଭିଏମ ମେସିନ, ବନ୍ଧୁକ ,ବମ ଓ ଗୋଳାବାରୁଦକୁ ଜବତ କରିଛନ୍ତି ଯବାନ। ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ କୌଣସି ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରି ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ ଲୁଚାଇ ରଖିଥିବାର ଗୋଇନ୍ଦା ସୂତ୍ରରୁ ଖବର ପାଇଥିଲା ପୁଲିସ। ମଙ୍ଗଳବାର ଏସଓଜି,ଡିଭିଏଫ ଯବାନମାନେ ସ୍ୱାଭିମାନ ଅଞ୍ଚଳକୁ କୁମ୍ବିଂ ଅପରେସନରେ ଯାଇଥିଲେ। ସନ୍ଧ୍ୟାରେ ଅପରେଶନ ସାରି ଫେରୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଯୋଡ଼ାମ୍ବ ଥାନା ଧାକଡ଼ପଦର ଜଙ୍ଗଲରେ ଏକ ଡ଼ମ୍ପ ଠାବ କରିଥିଲେ। ସତର୍କ ତାର ସହିତ ଉକ୍ତ ଡ଼ମ୍ପଟିକୁ ଖାନ ତଲାସୀ କରିବାରୁ ମାଓବାଦୀ ଲୁଚାଇ ରଖିଥିବା ଗୋଟିଏ ଏସବିଏମ ଏଲ ବନ୍ଧୁକ,ପିସ୍ତଲ,୪ଟି ଟିଫିନ ବମ୨ଟି ପ୍ରେସର ମାଇନ, କ୍ଲେମୋର ମାଇନ, ଲ୍ୟାଣ୍ଡମାଇ ନବ୍ୟବହୃତ ପାଉଡର,ଇଭିଏମ ମେସିନ, କୋର୍ଡେକ୍ସ ତାର,ବାଇନକୁଲର,ଔଷଧ,ପୁସ୍ତକ,ପୋଷାକ,ଟୋପି,କିଟ ବ୍ୟାଗ,ବହୁ ପରିମାଣର ବିସ୍ପୋରକ ଦ୍ରବ୍ୟ ସହିତ ମାଓସାମଗ୍ରୀ ଯବାନ ମନେ ଜବତ କରିଥିବାର ମାଲକାନଗିରି ଏସପି ନିତେଶ ୱାଧନୀ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!