ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରର ସିନ୍ଦୁରିଆ ଛକ ଉପରୁ ଆଜି ଟାଉନ ପୁଲିସ ୪୦ ବୋତଲ କୋରେସ୍କ ଜବତ କରିଛି । ଟାନଥାନା ଏସଆଇ ଧର୍ମେନ୍ଦ ଶିଆଳ ପ୍ରେଟୋଲିଂ କରୁଥିବା ବେଳେ ସିନ୍ଦୁରିଆ ଛକ ଉପରେ କୋରେସ୍କ ବେପାର ଚାଲିଥିବା ଦେଖି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବେପାରିମାନେ ଖସି ଯାଇଥିବା ବେଳେ ସେଠାରୁ ଗୋଟିଏ ବସ୍ତା ଭିତରୁ ୪୦ ବୋତଲ କୋରେସ୍କ ଜବତ କରିଛନ୍ତି ।






