Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଯୁଦ୍ଧର ପ୍ରକୃତ ହିରୋ…

by Anil Panda
April 14, 2020
in Feature News
କରୋନା ଯୁଦ୍ଧର ପ୍ରକୃତ ହିରୋ…
23
VIEWS
Share on FacebookShare on Twitter

ମାନ ରଖିଲେ ଛାତ୍ରଛାତ୍ରୀ

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ଭାରତ ବର୍ଷରେ ଲକ୍‌ଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ବୃଦ୍ଧି କରିଛନ୍ତି । ମେ ୩ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିବା ବେଳେ ନୟାଗଡ଼ ସହରରେ କଟକଣାକୁ ଯେଉଁ ପରିମାଣର କଡ଼ାକଡ଼ି କରାଯାଇଛି, ସେଥିରେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତପୂର୍ଣ୍ଣ ବୋଲି ଆଲୋଚନା ହେଉଛି ।

ମହାବିଦ୍ୟାଳୟର ଏନ୍‌୍‌ସିସି ଛାତ୍ରଛାତ୍ରୀମାନେ ଏବେ ନୟାଗଡ଼ ସହରର ମୁଖ୍ୟ ଟ୍ରାଫିକ ଛଳରେ ସ୍ୱେଚ୍ଛାକୃତ୍ତ ଭାବେ ଯାଂଚ ପ୍ରକିୟାରେ ସାମିଲ ହୋଇଥିବା ବେଳେ କରୋନା ଯୁଦ୍ଧରେ ଏହି ଛାତ୍ରଛାତ୍ରୀମାନେ ପ୍ରକୃତ ହିରୋ ବୋଲି ଚର୍ଚ୍ଚା ହେଉଛି । ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀ ଏନ୍‌ସିସି ଏବଂ ଏନ୍‌୍‌ସିସି ନାଭାଲ ଛାତ୍ରଛାତ୍ରୀମାନେ ସହରର ଟ୍ରାଫିକ ଛକ ସମେତ ପରିବା ମାର୍କେଟରେ ଡ୍ୟୁଟି କରୁଛନ୍ତି । କିଛି ଛାତ୍ରଛାତ୍ରୀ ନୟାଗଡ଼ ପୁଲିସ ସହ ପ୍ରେଟୋଲିଂରେ ମଧ୍ୟ ଯାଉଥିବା ଜଣାଯାଇଛି । ଏଥି ସହିତ କିଛି ଛାତ୍ରଛାତ୍ରୀଙ୍କୁ ରାତିର ଯାଂଚ ପ୍ରକିୟା ଏବଂ ପ୍ରେଟୋଲିଂରେ ସାମିଲ କରାଯାଇଛି ।

ମହାବିଦ୍ୟାଳୟର ମୋଟ ୩୫ ଜଣ ଛାତ୍ରଛାତ୍ରୀ ନିଜର ପାଠପଢ଼ା ସହିତ କରୋନା ଯୁଦ୍ଧରେ ସାମିଲ ହୋଇ ନୟାଗଡ଼ ପାଇଁ ହିରୋ ପାଲଟିଛନ୍ତି । ଯାହାକୁ ନେଇ ନୟାଗଡ଼ ବାସୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ମେଜର୍ ମଂଜୁଶ୍ରୀ ପତି ଏବଂ ଏନ୍‌ସିସି ନାଭାଲ ଲେଫ୍ଲାଣ୍ଟ ଗୋଲଖ ବିହାରୀ ନାୟକଙ୍କୁ ଧନବାଦ ଜଚ୍ଚାଇବା ସହ ପ୍ରଶଂସା କରିଛନ୍ତି । ସାଧାରଣ ଜନତାଙ୍କ ଉତ୍ତମ ବ୍ୟବହାର, ଯାଂଚ ବେଳେ ଶାଳୀନତା ରକ୍ଷା କରିବା, ଲୋକଙ୍କୁ ସଚେତନ କରାଇବାରେ ଛାତ୍ରଛାତ୍ରୀମାନେ ସମସ୍ତଙ୍କଠାରୁ ଆଗରେ ବୋଲି ଜଣାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!