Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ କ୍ୟାବିନେଟରେ ନବୀନଙ୍କ ବଡ଼ ନିଷ୍ପତି

by ସଞ୍ଜୟ ସ୍ୱାଇଁ
April 9, 2020
in State
ଲକଡାଉନ ନିୟମ ଭାଙ୍ଗି ୬ଜଣଙ୍କ ନାମରେ ମାମଲା
18
VIEWS
Share on FacebookShare on Twitter

କୃଷିକାର୍ଯ୍ୟ ଚାଲୁରହିବ

ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ); ରାଜ୍ୟ ସରକାର କ୍ୟାବିନେଟରେ ବଡ ନିଷ୍ପତି ନେଇଛନ୍ତି । କରୋନା କୁ ରୋକିବା ପାଇଁ କ୍ୟାବିନେଟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ କୁ ଘୋଷଣା କରାଯାଇଛି । ବିମାନ ସେବା ଓ ରେଳ ସେବା ବନ୍ଦ ରହିବ । ଖାଦ୍ୟ ସାମଗ୍ରୀ ପଇଁ ବ୍ୟବହୃତ ମାଲ୍‌ବାହୀ ଗାଡ଼ି ଚଳାଚଳ କରିବ । ଏଥିନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଜୁନ୍ ୧୭ ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବ । ସାମାଜିକ ଦୂରତା ରକ୍ଷାକରି ଏମ୍‌ଜିଏନ୍‌ଆରଇଜିସ୍ କାର୍ଯ୍ୟ ଏବଂ କୃଷି କାର୍ଯ୍ୟ ଚାଲୁରହିବ । ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଟେଲି ମେଡିସିନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଅର୍ଥନୀତି ଠାରୁ ମଣିଷ ଜୀବନ ମୂଲ୍ୟବାନ ବୋଲି ପ୍ରକାଶ କରିବା ସହିତ ରାଜ୍ୟ ବାହାରେ ଥିବା ଜନସାଧାରଣଙ୍କର ସେବା ଯୋଗାଇ ଦେବା ପାଇଁ ସମସ୍ତ ରଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ରାଜ୍ୟର କରୋନା ଚେନ୍ କୁ ଭାଙ୍‌ଗିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଏହା ସହିତ ୯/୧୧ ଆତଙ୍କବାଦୀ ଆକ୍ରମଣର ଉଦାହରଣ ଦେଇ ଓଡିଶା ସରକାର ସଜାଗ ଅଛନ୍ତି ବୋଲି ନବୀନ୍ କହିଛନ୍ତି । ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେ କି ଲକ୍ ଡାଉନ୍ ପାଇଁ ପ୍ରଥମ ଘୋଷଣା କରିଛନ୍ତି । ଆଜିର କ୍ୟାବିନେଟ୍ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ପ୍ରଫୁଲ ମଲ୍ଲିକ ଓ ପଦ୍ମନାଭ ବେହେରା ଲୋକସଭା ଭବନରେ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!