Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା ଉପରେ ଥାନା ଅଧିକାରୀଙ୍କୁ ନିର୍ଦ୍ଧୁମ ମାଡ

by ସଞ୍ଜୟ ସ୍ୱାଇଁ
October 31, 2022
in Crime, State
ରାସ୍ତା ଉପରେ ଥାନା ଅଧିକାରୀଙ୍କୁ ନିର୍ଦ୍ଧୁମ ମାଡ
188
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ରାସ୍ତା ଉପରେ ଥାନା ଅଧିକାରୀଙ୍କୁ ନିର୍ଦ୍ଧୁମ ମାଡ । ଟେଣ୍ଟ ଲାଇଟ୍ ଭଙ୍ଗା ଘଟଣାକୁ ନେଇ ଦୁଇ ଯୁବକ ଘଟାଇଲେ ତୁମୁଳ କାଣ୍ଡ । ଢେଙ୍କନାଳ ଜିଲ୍ଲା କଣ୍ଟାବଣିଆ ବଜାରରେ ଘଟିଛି ଏହି ଅଭାବନୀୟ ଘଟଣା । କଣ୍ଟାବଣିଆ ବଜାରରେ ଲକ୍ଷ୍ମୀପୂଜା ପାଇଁ ଲାଇଟସେଟିଂ ଚାଲିଥିଲା ବେଳେ କଣ୍ଟାବଣିଆ ଗାଁର ବାବୁଲି ରାଉତ ଓ ତାଙ୍କ ଭିଣୋଇ ମନୋଜ ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଲାଇଟ୍ ସବୁ ଭାଙ୍ଗିଥିଲେ । ଟେଣ୍ଟ ହାଉସ ମାଲିକ ଦାଶରଥୀ ସେଠୀଙ୍କ ଅଭିଯୋଗ ପରେ କଣ୍ଟାବଣିଆ ଭାରାପ୍ରାପ୍ତ ଅଧିକାରୀ ସବିତା ପାତ୍ର ଘଟଣାସ୍ଥଳକୁ ଯାଇ ବାବୁଲିକୁ କାବୁ କରି ଥାନାକୁ ନେଉଥିଲେ । ହଠାତ୍ ବୋଲେରୋ ମଧ୍ୟରେ ଥାନାଧିକାରୀଙ୍କୁ ଅଭିଯୁକ୍ତ ଅତର୍କିତ ଆକ୍ରମଣ କରି ମାରିଦେବାକୁ ଉଦ୍ୟମ କରିଥିଲା । ଏଥିରେ ଥାନାଧିକାରୀ ଓ ଜଣେ ଏଏସଆଇ ଆହତ ହୋଇଥିଲେ । ପରେ ଦୁଇ ଦୁର୍ବୃତ୍ତ ଜଣଙ୍କୁ କାବୁ କରି ନେଇଥିଲେ ପୋଲିସ। ଘଟଣାକୁ ନେଇ ୨ଟି ମାମଲା ରୁଜୁ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!