Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ କୋଠରୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ଘରୁ ମିଳିଲା ହାତୁଡି ଏବଂ ବିଷ ପାଉଡ଼ର

by ସଞ୍ଜୟ ସ୍ୱାଇଁ
October 31, 2022
in Crime, State
ବନ୍ଦ କୋଠରୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ଘରୁ ମିଳିଲା ହାତୁଡି ଏବଂ ବିଷ ପାଉଡ଼ର
136
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ବରଗଡ ଭେଡେନ ଜାମଡୋଲ ଗାଁରେ ଗୋଟିଏ ଘରୁ ୪ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସର ତନାଘନା। ଘର ଭିତରୁ ହତ୍ୟା ପାଇଁ ବ୍ୟବହାର ହୋଇଥିବା ହାତୁ଼ଡି, ବିଷ ପାଉଡର, କିଛି ଔଷଧ ଏବଂ ଘରର ତାଲା ଚାବି ଜବତ କରିଛି ପୋଲିସ । ରବିବାର ସଂଧ୍ୟାରେ ଏହି ଗାଁର ଗୋଟିଏ ଘରେ ୪ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଚେଦ ପାଇଁ ପୋଲିସ ପଠାଇଛି। ମୃତକମାନେ ଗୋଟିଏ ପରିବାରର ଶେଷଦେବ ମେହେର, ତାଙ୍କ ସ୍ତ୍ରୀ ଖିରେଶ୍ଵରୀ ମେହେର, ପୁଅ ଅରବିନ୍ଦ ମେହେର ଓ ଝିଅ ଶିବାନି ମେହେର। ଉପର ମହଲାରେ ଖିରେଶ୍ବରୀ ଓ ଝିଅ ଶିବାନୀର ମୃତଦେହ ପଡିଥିବା ବେଳେ , ତଳ ଘରେ ଶେଷଦେବ ଏବଂ ସେହି ଘରୁ ଝୁଲନ୍ତା ଅବସ୍ଥାରେ ପୁଅ ଅରବିନ୍ଦ ମେହେରଙ୍କ ମୃତଦେହ ଠାବ କରାଯାଇଛି। ତେବେ ଏହି ଘଟଣାରେ ପୋଲିସର ପ୍ରାଥମିକ ତଦନ୍ତ ପରେ ଅନୁମାନ କରାଯାଉଛି, ବାପା, ମାଆ ଏବଂ ଭଉଣୀଙ୍କୁ ପୁଅ ଅରବିନ୍ଦ ମେହେର ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି । ଶେଷଦେଵ ମେହେରଙ୍କ ପ୍ରଥମ ସ୍ତ୍ରୀ ଅସର୍ପି ମେହେରଙ୍କର ଗୋଟିଏ ଝିଅ ବୃନ୍ଦାବତୀ ମେହେର ଓ ଗୋଟିଏ ପୁଅ ଅରବିନ୍ଦ ମେହେର । ଅସର୍ପିଙ୍କ ମୃତ୍ୟୁ ପରେ ଶେଷଦେଵ ଖିରେଶ୍ୱରୀ ମେହେରଙ୍କୁ ବିବାହ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!