କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ସ୍ଵାମୀ ଆତ୍ମହତ୍ୟା ପରେ ବିଷ ପିଇଲେ ସ୍ତ୍ରୀ । କେନ୍ଦ୍ରପଡ଼ା ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଟାଉନ୍ ବଳରାମ ପୁରର ଘଟଣା । ମୃତ ଯୁବକ ମନୋଜ ବସନ୍ତିଆ । ପାରିବାରିକ କଳହରୁ ରଶି ଲଗାଇ ଝୁଲି ପଡିଥିବା ସୂଚନା । ସ୍ତ୍ରୀ ଗୁରୁତର ଅଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।





