Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିଟଫଣ୍ଡ କମ୍ପାନୀ ଏମଡି ଜୟଦୀପ ରାହା କଲିକତାରୁ ଗିରଫ

by ସଞ୍ଜୟ ସ୍ୱାଇଁ
October 18, 2022
in Crime, State
ଚିଟଫଣ୍ଡ କମ୍ପାନୀ ଏମଡି ଜୟଦୀପ ରାହା କଲିକତାରୁ ଗିରଫ
78
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଚିଟଫଣ୍ଡ କମ୍ପାନୀ ଜିଟେକ୍ସ ଓସିନେର ପ୍ରାଇଭେଟ ଲିମିଟେଡ୍‌ର ଏମଡି ଜୟଦୀପ ରାହା ଗିରଫ। ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଦକ୍ଷିଣ ଚବିଶ ପ୍ରଗଣାର ଚିଫ ଜୁଡ଼ିଆସିଆଲ ଅଫିସ୍‌ରଙ୍କ ପାଖରେ ହଜାର କରି ଆଜି ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଇଓଡ଼ବ୍ଲ୍ୟୁ। କଲିକତାର ଆମ୍ବିସିଅସ ଡାଇଭର୍ସି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଲିମିଟେଡ ଓ ୟାକ ଇଣ୍ଡିଆ ମଲ୍ଟିଷ୍ଟେଟ କ୍ରେଡିଟ୍ କୋ-ଅପରଟିଭି ସୋସାଇଟି ନାମରେ ଟଙ୍କା ଠକେଇ ନେଇ ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ସୁବାସ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡ଼ବ୍ଲ୍ୟୁ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଜଣା ପଡିଥିଲା ଯେ ଏହି ଦୁଇ କମ୍ପାନୀ ରାଜ୍ୟର ମୋଟ ୧୯୬୮ ଜଣ ଜମାକାରୀଙ୍କ ଠାରୁ ୨୦୧୦ ମସିହାରୁ ୨୦୧୪ ମସିହା ମଧ୍ୟରେ ୨ କୋଟି ୬୨ ଲକ୍ଷ ଟଙ୍କା ଟଙ୍କା ଠକି ନେଇଛି। ଲୋକଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ଟଙ୍କା ଆଦାୟ କରି ଠକେଇ କରାଯାଇଥିଲା। ଏହି ଦୁଇ ସଂସ୍ଥାରୁ ୧ କୋଟି ୮୩ ଲକ୍ଷ ଟଙ୍କା ଜିଟେକ୍ସ ଓସିନେର ସଂସ୍ଥାକୁ ଟ୍ରାନ୍ସଫର ହୋଇଥିଲା। ଏହି ସଂସ୍ଥାର ଏମଡି ହେଉଛନ୍ତି ଜୟଦେବ ରାହା। ପଶ୍ଚିମବଙ୍ଗରେ ଏହି କମ୍ପାନୀ ନାମରେ ପୂର୍ବରୁ ୩ଟି ଠକେଇ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ଠକେଇ ମାମଲାରେ ଉକ୍ତ କମ୍ପାନୀର ଜଣେ ଏମଡି ଓ ୩ ଜଣ ନିର୍ଦେଶକଙ୍କୁ ଗିରଫ କରିଥିଲା ଇଓଡ଼ବ୍ଲ୍ୟୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!