Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଧୂ ହତ୍ୟା ଘଟଣା: ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

by ସଞ୍ଜୟ ସ୍ୱାଇଁ
October 17, 2022
in Crime, Nayagarh
ବଧୂ ହତ୍ୟା ଘଟଣା: ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
393
VIEWS
Share on FacebookShare on Twitter

ଦଶପଲ୍ଲା, ( ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ କଉଡା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କ ପୁଅ ସୁରେଶ ପ୍ରଧାନ ବଇଦିକ ରୀତି ରେ ହାତ ଧରି ଦଶପଲ୍ଲା ଅନ୍ତର୍ଗତ ବାରିହାପିଟା ଗ୍ରାମ ର ନଟିଆ ପ୍ରଧାନଙ୍କ ଝିଅ ସୀତା ପ୍ରଧାନଙ୍କୁ ବିବାହ କରିଥିବା ବେଳେ ଶାଶୁ ଦ୍ରୋପତି ପ୍ରଧାନ ସବୁବେଳେ ବୋହୁ ସୀତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁ ଥିବାବେଳେ ଗତ ଶୁକ୍ରବାର ରାତିରେ ବହୁ ସୀତାଙ୍କୁ ଶାଶୁ, ଦେଢସୁର, ସ୍ବାମୀ ବାଡ଼େଇ ବାଡ଼େଇ ମାରିଦେଇ ରସି ସାହାଯ୍ୟରେ ଘର ଭିତରେ ଝୁଲାଇ ଦେଇ ଥିଲେ। ଖବର ପାଇ ସୀତାଙ୍କ ବାପା ଘର ଲୋକେ ପହଞ୍ଚି ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ କେଶ୍ ନମ୍ବର ୨୩୨ ରେ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳକୁ ଦଶପଲ୍ଲା ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିବା ବେଳେ ତଦନ୍ତ କରି ଟିମ୍ ପହଞ୍ଚି ଅଧିକ ଛାନ୍ ଭିନ କରିଥିଲେ । ସୀତା ଙ୍କ ସ୍ବାମୀ ସୁରେଶ ପ୍ରଧାନ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା ପରେ ସେ ସ୍ତ୍ରୀ ସୀତା ଙ୍କୁ ମାର ପିଟ୍ କରିଛି ବୋଲି ସ୍ବୀକାର କରିଛି ସମୋବର ଦିନ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଅଭିଯୁକ୍ତ ସୁରେଶ ପ୍ରଧାନ କୁ କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତ ରିପୋର୍ଟ ଆସିବା ପରେ ଏଥିରେ ସଂଶ୍ଲିଷ୍ଟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣା ର ମୁକ୍ଷ୍ୟ ଆସାମୀ ଖୁଲମ ଖୋଲା ବାହାରେ ବୁଲୁଥିବା କୁ ଦେଖି ତୁରନ୍ତ ଗିରଫ କରିବାପାଇଁ ଗ୍ରାମବାସୀ ଏବଂ ସୀତାଙ୍କ ବାପଘର ଲୋକେ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!