Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଇଖାନା ଅର୍ଥ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ

by ସଞ୍ଜୟ ସ୍ୱାଇଁ
October 15, 2022
in Crime, State
ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା, ଚାଲିଛି ରେଡ୍‌
59
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ପଂଚାୟତରେ ପାଇଖାନା ଦୁର୍ନୀତି ନେଇ ଭିଜିଲାନ୍ସ ଚଢ଼ାଉ କରିଛି । ପାଇଖାନା କାର୍ୟ୍ୟରେ ଦୁର୍ନୀତି ହୋଇଥିବା ନେଇ ବର୍ଷେ ତଳେ କଟକ ଭିଜିଲାନ୍ସରେ ପଂଚାୟତର ସଂଗ୍ରାମ ପଟ୍ଟନାୟକ ଅଭିଯୋଗ କରିଥିଲେ । ପରେ ଛାଣିପୁର ପଂଚାୟତରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଛି। ଘରକୁ ଘର ବୁଲି କଟକ ଭିଜିଲାନ୍ସ ବିଭାଗ ଡିଏସ୍‌ପି ଗୀତାଞ୍ଜଳି ସାହୁ ପାଇଖାନା ହିତାଧିକାରୀଙ୍କ ଘରେ ଘରେ ଯାଇ ପଚାରି ବୁଝିବା ସହ ତଦନ୍ତ କରିଛନ୍ତି । ତଦନ୍ତ ହେଉଥିବାରୁ ହିତାଧିକାରୀ ତାଙ୍କର ପ୍ରାପ୍ୟ ପାଇବାନେଇ ଆଶା ବାନ୍ଧିଛନ୍ତି। ଭିଜିଲାନ୍ସ ପକ୍ଷରୁ ତଦନ୍ତ ହେଉଥିବାରୁ ଦୋଷୀକୁ ନିଶ୍ଚିତ ଭାବେ ଦଣ୍ଡମିଳିବ ବୋଲି ଅଭିଯୋଗକାରୀ କହିଛନ୍ତି। ହିତାଧିକାରୀଙ୍କୁ ପଚାରି ବୁଝିବା ସହ ତଦନ୍ତରେ କିଛି ସମୟ ଲାଗିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!