Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସାମୀକୁ ୭ ବର୍ଷ କାରାଦଣ୍ଡାଦେଶ

by ସଞ୍ଜୟ ସ୍ୱାଇଁ
October 15, 2022
in Crime, Nayagarh, State
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡ
430
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହକାରୀ ଦୈରାଜର୍ଜ ତଥା ମୁଖ୍ୟ ବିଚାର ବିଭାଗୀୟ ଜର୍ଜ ପ୍ରଜ୍ଞାପରମିତା ମହାପାତ୍ର ଜଣେ ଆସାମୀକୁ ୭ ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଆସାମୀ ସାରସ୍ୱତି ମଲ୍ଲିକ ବୟସ-୪୫ ବର୍ଷ, ପି-ଜଗତ ମଲ୍ଲିକ, ଗ୍ରାମ-ଗୋଛାବାରୀ, ଥା-ବାଣିଗୋଛା, ଜି-ନୟାଗଡ଼ ଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ୩୦୭ ଦଫାରେ ୭ ବର୍ଷ ଦଣ୍ଡାଦେଶ ଓ ଜୋରିମନା ୨୦୦୦ ଟଙ୍କା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁଚନାନୁସାରେ ଗତ ୧୦.୦୫.୧୨ ରିଖରେ ବିଦ୍ୟାଧର ସାହୁ, ପି-ଉଦ୍ୟନାଥ ସାହୁ, ଗ୍ରାମ- ଗୁରାହ ଙ୍କ ଏତଲାକୁ ଭିତି କରି ବାଣିଗୋଛା ଥାନା କେଶ ନଂ-୧୧/୨୦୧୨ କେସ ରୁଜୁ ହୋଇଥିଲା । ସମସ୍ତ ୧୧ ଜଣ ସାକ୍ଷ୍ୟ ମାନଙ୍କ ବୟାନ କୁ ଭିତି କରି ଓ ଡାକ୍ତରି ରିପୋର୍ଟ ଓ ସରକାରୀ ଓକିଲ ପ୍ରଭାତ ଆଦିତ୍ୟ ବରାଳଙ୍କ ଯୁକ୍ତିକୁ ଅଧାର କରି ମାନ୍ୟବର ଜର୍ଜ ଏହି ରାୟ ଶୁଣାଇଛନ୍ତି । ଆସାମୀ ଅଭିଯୋଗ କାରୀଙ୍କୁ ଛୁରୀ ରେ ତାଙ୍କ ମୁଣ୍ଡକୁ ଆଘାତ କରି ଠେଙ୍ଗାରେ ମାଡ଼ ଦେଇ ଏତଲାକାରୀଙ୍କ ହାତ ଭାଙ୍ଗି ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!