Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେକ୍ସ ରାକେଟ ଠାବ ଘଟଣା, ବିଜେପି ନେତା ଫେରାର୍

by ସଞ୍ଜୟ ସ୍ୱାଇଁ
October 14, 2022
in Crime, State
ସେକ୍ସ ରାକେଟ ଠାବ ଘଟଣା, ବିଜେପି ନେତା ଫେରାର୍
278
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ ଘଟଣା । ସେକ୍ସ ରାକେଟ ଚଳାଉଥିବା ପାଟଣାଗଡ଼ ବ୍ଲକ ଉଲବା ଗାଁର ବିଜେପି ନେତା କୈଳାସ ଚନ୍ଦ୍ର ରାଉତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପୋଲିସ କୈଳାସଙ୍କ ବୁଲେଟ୍ ଗାଡ଼ି ଜବତ କରିଛି । କୈଳାସ ବଲାଙ୍ଗୀରର ଜଣେ ରାଣୀମହୁମାଛି ଜରିଆରେ କିଛି ମାସ ହେବ କାରବାର ଚଳାଇ ଆସୁଥିଲା । କୈଳାସ ପାଟଣାଗଡ଼ ବ୍ଲକ ମୁଣ୍ଡୋମହୁଲ ଗ୍ରାମପଞ୍ଚାୟତର ସମିତିସଭ୍ୟ ଥିବା ଜଣାପଡ଼ିଛି । ବାହାରୁ ଯୁବତୀ ମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇ ପ୍ରତିଦିନ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା କୈଳାସ । କୈଳାସର ବୁଲେଟ୍ ଡିକି ଓ ଭଡ଼ାଘରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ଟାଉନ ଥାନା ପୋଲିସ୍ ଚଢାଉ କରି ୭ ଜଣ ଯୁବତୀ ଓ ୩ ଜଣ ଯୁବକଙ୍କୁ କାବୁ କରିଥିଲା । ଦୀର୍ଘଦିନ ଧରି ଏହି ଆଲିସାନ କୋଠାରେ ସେକ୍ସ ରାକେଟ୍ ଚାଲିଥିବା ପୋଲିସ୍ କହିଛି । ଚଢାଉବେଳେ ଯୁବକ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍ । ଘର ମାଲିକ ସୋନପୁର ଜିଲ୍ଲାର ହୋଇଥିବା ବେଳେ ସେ କଳାହାଣ୍ଡିରେ ରହୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!