ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ସହର ଭିତରେ ଚାଲିଥିଲା ସେସ୍କ ରାକେଟ। ସହରର ଶାସ୍ତ୍ରୀ ନଗର ପଡ଼ାରେ ଏହି ରାକେଟ୍ ଚାଲିଥିଲା ଏହି ଖବର ପାଇ ସେଠାରେ ରାକେଟ୍ ଚାଲିଥିବା ବେଳେ ଟାଉନ ଥାନା ପୋଲିସ ଚଢ଼ଉକରିଥିଲା। ଚଢ଼ଉ ପରେ ସେଠାରୁ ୧୦ ରୁ ଅଧିକ ଯୁବତୀ ଓ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି।