Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବର୍ଷେ ହେଲା ନୟାନ୍ତ କରୁଥିବା ଚୋରକୁ କାବୁ କଲା ପୋଲିସ

by ସଞ୍ଜୟ ସ୍ୱାଇଁ
October 10, 2022
in Crime, State
ବର୍ଷେ ହେଲା ନୟାନ୍ତ କରୁଥିବା ଚୋରକୁ କାବୁ କଲା ପୋଲିସ
32
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ବର୍ଷେ ହେଲା ନୟାନ୍ତ କରୁଥିବା ଚୋରକୁ କାବୁ କଲା ପୋଲିସ। ଦୀର୍ଘ ଏକ ବର୍ଷ ଧରି ରାଉରକେଲାର ବିଭିନ୍ନ ସେକ୍ଟର ଅଞ୍ଚଳରେ ଚୋରି କରି ପୋଲିସ ନିଦ ହଜେଇ ଦେଇଥିବା ଚୋରକୁ କାବୁ କରିଛି ସେକ୍ଟର -୩ ଥାନା ପୁଲିସ। ଧରା ପଡ଼ିଥିବା ଅଭିଯୁକ୍ତ ଜଣକ ହେଲେ ସେକ୍ଟର -୨ ଅଞ୍ଚଳର ଚିତ୍ତରଞ୍ଜନ ଜେନା (୪୨)। ଚିତ୍ତରଞ୍ଜନ ଜେନା ନିକଟରୁ ସାଢେ଼ ୭ ଲକ୍ଷ ଟଙ୍କାର ସୁନାଗହଣା ସମେତ ପ୍ରାୟ ୧୨ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।, ଚିତ୍ତରଞ୍ଜନ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ସନ୍ଧ୍ୟାରେ ଡ୍ୟୁଟିରୁ ଫେରିବା ପରେ ସେ ସାଇକଲ ଧରି ବିଭିନ୍ନ ସେକ୍ଟର ଅଞ୍ଚଳ ବୁଲି ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରିଥାନ୍ତି। ପରେ ସୁଯୋଗ ଦେଖି ଚୋରି କରି ଚଂପଟ ମାରିଥାନ୍ତି। ତେବେ ସେକ୍ଟର-୩ ଥାନା ପୋଲିସ ଚିତ୍ତରଞ୍ଜନକୁ ଧରିବା ଲାଗି ଜାଲ ବିଛାଇ ଥିଲା। ଗତକାଲି ରାତିରେ ସେ ରହୁଥିବା ସେକ୍ଟର -୨ ଘର ଉପରେ ଚଢ଼ାଉ କରି ପୋଲିସ ଚିତ୍ତରଞ୍ଜନକୁ କାବୁ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!