Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ ବିଭାଗ ଦ୍ୱାରା ଡ୍ରୋନ୍ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

by ସଞ୍ଜୟ ସ୍ୱାଇଁ
October 10, 2022
in Crime, State
ବନ ବିଭାଗ ଦ୍ୱାରା ଡ୍ରୋନ୍ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ
20
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ଡ୍ରୋନ୍ କ୍ୟାମେରା ସହାୟତାରେ ୨ ହେକ୍ଟର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ବନ ବିଭାଗ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନାଞ୍ଚଳର ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ୨ ହେକ୍ଟର ବେଆଇନ ଗୋଚର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ବୌଦ୍ଧ ଜିଲ୍ଲାରେ ଚାଲିଥିବା ବେଆଇ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ବନ ବିଭାଗ। ଆଜି ମନମୁଣ୍ଡା ବନାଞ୍ଚଳର ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ୨ ହେକ୍ଟର ବେଆଇନ ଗୋଚର ଜମିରେ ଚାଷ ହୋଇଥିବା ୧୨ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ବନ ବିଭାଗ। ଏହି ଉପାନ୍ତ ଅଞ୍ଚଳକୁ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ବନ ବିଭାଗ ଚିହ୍ନଟ କରିଥିଲା। ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା, ପୁରୁଣା କଟକ ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକଙ୍କ ମିଳିତ ତତ୍ତ୍ଵାବଧାନରେ ପ୍ରାୟ ୫୦ ଜଣ ବନ କର୍ମଚାରୀ ଓ ପୋଲିସର ଏପିଆର୍ ଫୋର୍ସ ଏହି ଚଢାଉରେ ସାମି ଥିଲେ। ତେବେ ଏଭଳି ଚଢାଉ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମନମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!