ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ଜିଲ୍ଲାର ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ନିମନ୍ତେ ଭାଟସାହି ପଂଚାୟତ ଡିଆଁପଡ଼ା ଗ୍ରାମର ଭିକ୍ଷାକାରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏହି ଟଙ୍କା ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ପଠାଇଛନ୍ତି ।






