ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଡକାୟତି ପାଇଁ ଯୋଜନା କରୁଥିବା ୪ ଡକାୟତ ଗିରଫ । ଲିଙ୍ଗରାଜ ମନ୍ଦିର ମାର୍କେଟ କମ୍ପ୍ଲେକ୍ସ ପଛପଟେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଚଢାଉ କରି ଗିରଫ କରିଛି । ଡକାୟତଙ୍କ ପାଖରୁ ଲଙ୍କାଗୁଣ୍ଡ, ମୋବାଇଲ, ବାଇକ ଜବତ କରାଯାଇଥିବା ସୂଚନା ମିଳିଛି ।





