Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ଜାଳି ପୋଡି ଦେଲା ସ୍ବାମୀ

by ସଞ୍ଜୟ ସ୍ୱାଇଁ
September 23, 2022
in Crime, State
ସ୍ୱାମୀ ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଗିରଫ
87
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ବର ଜଗନ୍ନାଥ ବିହାର ଲେନ୍ ୧ରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଲା ସ୍ବାମୀ । ଗୁରୁତର ମହିଳା ହେଲେ ପ୍ରଭାତୀ ପ୍ରଧାନ। ପ୍ରଭାତୀଙ୍କ ସ୍ବାମୀ ଜଗନ୍ନାଥ ପ୍ରଧାନ ଅଟୋ ଚଳାଏ । ଉଭୟଙ୍କର ବିବାହ ବିଚ୍ଛେଦ ଘଟିଛି । ତଥାପି ଜଗନ୍ନାଥ ବିଭିନ୍ନ ସମୟରେ ମଦ ପିଇ ଆସି ପ୍ରଭାତୀକୁ ମାରପିଟ କରୁଥିଲା। ଏପିରିକି ଗୁରୁବାର ରାତି ୯ଟାରେ ପ୍ରଭାତୀ ରହୁଥିବା ଘରେ ପହଞ୍ଚି ତାର ଏକ ଛୋଟ ଝିଅକୁ ମାରିଦେବ ବୋଲି ଧମକ ଦେଇଥିଲେ ଜଗନ୍ନାଥ ପ୍ରଧାନ। ପ୍ରଭାତୀଙ୍କ ସମ୍ପର୍କୀୟ ପିସିଆର୍‌ ଡାକି ଜଗାକୁ ହସ୍ତାନ୍ତର କରିଥିଲେ । ହେଲେ ଠିକ୍ ଅଧଘଣ୍ଟା ପରେ ଜଗନ୍ନାଥ ପୁଣିଥରେ ଘର ପାଖରେ ପହଂଚି କବାଟ ଭାଙ୍ଗି ଘର ଭିତରୁ ଗ୍ୟାସ ସିଲିଣ୍ଡର ଆଣି ନିଆଁ ଲଗାଇ ପ୍ରଭାତୀକୁ ପୋଡି ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଭାତୀକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!