କଟକ, (ବାଘୁଆବାର୍ତ୍ତା): ଗଞ୍ଜେଇ ଗାଡି ଯାଞ୍ଚ ବେଳେ ବେଳେ ଧରାପଡିଲା ରୂପା ଇଟା ଓ ଟଙ୍କା। ଏକ କ୍ବିଣ୍ଟାଲ ଚାନ୍ଦି ସହ ନଗଦ ୧୪ ଲକ୍ଷ ଟଙ୍କା ଜବତ । ଗାଡିରେ ଥିବା ଦୁଇ ଜଣଙ୍କୁ ଅଟକ ରଖିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ। କାରରେ ସ୍ବତନ୍ତ୍ର ଚାମ୍ବରେ ଥିଲା ରୁପା ଇଟା, ଅଳଙ୍କାର ଓ ଟଙ୍କା। ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଟାଙ୍ଗି ଟୋଲ ଗେଟ ନିକଟରେ ଗାଡି ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ ।





