Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ ରଗବୀ ଦଳରେ ମନୋନୀତ ହେଲେ ଓଡ଼ିଆ ପୁଅ

by ସଞ୍ଜୟ ସ୍ୱାଇଁ
September 18, 2022
in Sports, State
ଜାତୀୟ ରଗବୀ ଦଳରେ ମନୋନୀତ ହେଲେ ଓଡ଼ିଆ ପୁଅ
59
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ପୁଅ କବୀର ଦାସ। ସ୍ଵିଜରଲାଣ୍ଡ ରଗବୀ ଜାତୀୟ ଦଳ ପାଇଁ କବୀର ଚୟନ ହୋଇଛନ୍ତି। ସ୍ଵିଜରଲାଣ୍ଡ ଜାତୀୟ ଦଳରେ କବୀର ଏକ ମାତ୍ର ଭାରତୀୟ ଏବଂ ଓଡିଆ ଖେଳାଳି। କବୀର ସ୍ଵିଜରଲାଣ୍ଡର ବାସେଲ କ୍ୟାଣ୍ଟନ ଦଳରୁ ରଗବୀ ଖେଳିବା ଆରମ୍ଭ କରିଥିଲେ। ନିଜର ଚମତ୍କାର ପ୍ରଦର୍ଶନରେ ସେ ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଧିରେ ଧିରେ ନିଜ ଖେଳରେ ଆହୁରି ଉନ୍ନତି ଆଣି ଏବେ ସେ ସ୍ଵିଜରଲାଣ୍ଡ ଜାତୀୟ ଦଳର ସଦସ୍ୟ ହୋଇଛନ୍ତି। ସେ ସ୍ଵିଜରଲାଣ୍ଡ ତରଫରୁ ୟୁରୋପୀୟନ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ଏବେ ତାଙ୍କୁ ଚାରି ଆଡୁ ପ୍ରଶଂସାର ସୂଅ ଛୁଟୁଛି। କବୀର ହେଉଛନ୍ତି ଆନିନ୍ଦ୍ୟ ଦାସଙ୍କ ପୁଅ। ସେ ଦଶମ ଶ୍ରେଣୀର ଛାତ୍ର। ବାପା ଆନିନ୍ଦ୍ୟ ସ୍ଵିସ୍ ଆମେରିକା ବହୁରାଷ୍ଟ୍ରୀୟ ଔଷଧ ନିଗମ ନୋଭାରଟିସରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାମ କରୁଛନ୍ତି। ଏଥିସହ ସେ ଡ୍ୟୁକ୍ ଅପ ଏଡିନବର୍ଗ ଟ୍ରାକିଂ ଟିମର ସଦସ୍ୟ ଭାବେ ନିଜ କାମ ପୂରା କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!