Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ଦିର ଚୋରି ବେଳେ ଧରାପଡ଼ିଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
September 17, 2022
in Crime, State
ମନ୍ଦିର ଚୋରି ବେଳେ ଧରାପଡ଼ିଲେ ଦୁର୍ବୃତ୍ତ
24
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ମନ୍ଦିରରୁ ଅଳଙ୍କାର ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗାଁ ମନ୍ଦିରରୁ ଅଳଙ୍କାର ଚୋରି କଲା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଗଲେ ଚୋର। ମନ୍ଦିରରୁ ଚୋରି କରିବାକୁ ଆସିଥିବା ୨ ଚୋରଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ପାଖରୁ ୪ଟୁ ବାଇକକୁ ମଧ୍ୟ ରଖିଛନ୍ତି। ମନ୍ଦିରକୁ ୫ ଜଣ ଚୋରିକରିବାକୁ ଆସିଥିବା ବେଳେ ଅନ୍ୟ ତିନିଜଣ ସେଠାରୁ ଖସି ଯାଇଥିଲେ। କିନ୍ତୁ ଶନିବାର ସେମାନେ ଆସି ଆତ୍ମସମର୍ପଣ କରିଛନ୍ତି। ଧରାପଡିଥିବା ମୋଟ ୫ ଚୋରଙ୍କୁ ପୋଲିସ ଗାଁରୁ ଥାନାକୁ ନେଇଛି। ଏଭଳି ଘଟଣା ବିସିଂହପୁର ଥାନା ପାଙ୍ଗିଗୁଡା ଗାଁରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଗତ ୭ଦିନ ତଳେ ଏହି ଗାଁକୁ ୮ ଜଣ ଖାଶୁ ବେପାରୀ ଆସି ଥିଲେ। ଗାଁରେ ଥିବା ଶିବ ମନ୍ଦିର ରେ ପୂଜା କରି ସେଠାର ମାଟି ପରୀକ୍ଷା କରି ଖାଶୁ ଥିବା ନେଇ ସୂଚନା ଦେଇଥିଲେ। ଏହି ଘଟଣାକୁ ଗୋଟିଏ ସପ୍ତାହ ହୋଇନଥିବା ବେଳେ ଗୁରୁବାର ରାତିରେ ମନ୍ଦିରର ଗାଁଡ଼ା ଭାଙ୍ଗି ଚୋରମାନେ ଭିତରେ ଖୋଳା ଖୋଳି କରୁଥିଲେ। ସେହି ସମୟରେ ଗାଁ ଲୋକେ ମିଶି ଚୋରକୁ ଗୋଡ଼ାଇ ୨ ଜଣଙ୍କୁ କାବୁ କରିଥିଲେ। କିନ୍ତୁ ଗାଁ ଲୋକମାନେ ଚୋରମାନଙ୍କ ବାଇକ୍‌ ରଖିଥିବାରୁ ଅନ୍ୟ ୩ ଜଣ ଚୋର ଆତ୍ମସମର୍ପଣ କରିଥିଲେ। ମନ୍ଦିର ଚୋରିରେ ମୋଟ୍‌ ୮ ଜଣ ବ୍ୟକ୍ତି ସମ୍ପୃକ୍ତଥିଲେ ବୋଲି ଗାଁ ଲୋକମାନେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!