Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
September 17, 2022
in Crime, State
ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ
35
VIEWS
Share on FacebookShare on Twitter

ପଦ୍ମପୁର, (ବାଘୁଆବାର୍ତ୍ତା): ବରଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ନିରୀକ୍ଷକ ସଂକ୍ରାଜିତ ଦାଶ, ଭାରପ୍ରାପ୍ତ ଅଧିକାରୀ ଏଚ.ଜଗାରାଓ ଓ ସହକର୍ମୀ ବିଭିନ୍ନ ସ୍ଥାନରେ ବେଆଇନ ମଦ ଉପରେ ଚଢାଉ କରିଥିଲେ। ଡଙ୍ଗାଛଚା ଗ୍ରାମର ପ୍ରଦୀପ ଅଗ୍ରୱାଲଙ୍କ ଘରେ ଚଢାଉ କରି ୪୫ବୋତଲ ବିଦେଶୀ ମଦ, ୨୮ଟି କିଙ୍ଗଫିସର ବିଅର, ୨୬୭ ବୋତଲ ମୃତ୍ୟୁ ସଞ୍ଜିବନୀ ସୁରା ଓ ଏଥିପାଇଁ ବ୍ୟବହୃତ ବଡ଼ ଫ୍ରିଜରକୁ ଜବତ କରିଛନ୍ତି । ଏବେ ଅଞ୍ଚଳରେ ଏପରି ଚୋରା ବେପାରୀ ବଢ଼ିବାରେ ଲାଗିଛନ୍ତି ଯାହା ଅବକାରୀ ବିଭାଗର ଚିନ୍ତା ବଢାଇଛି ଏବଂ ଅବକାରୀ ବିଭାଗ ଧରପକଡ଼ ଜୋରଦାର ଚଳାଇଛି । ଏପରି ଚୋରା ବେପାର ମଦ ମୃତ୍ୟୁର କାରଣ ହୋଇପାରେ । କାରଣ ମୁଖ୍ୟତ ଅପମିଶ୍ରିତ ମଦର ବେପାର କରି ଏହିପରି ବେପାରୀ ମାଲେମାଲ ହେଉଛନ୍ତି ଏବଂ ଲୋକଙ୍କ ଜୀବନ ବିପଦରେ ପକାଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!