କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ସଦର ଥାନା ପରଜଙ୍ଗପୁର ପାଟୁଙ୍ଗ ଗ୍ରାମରେ ପୁଣି ହତ୍ୟା କାଣ୍ଡ ଘଟିଛି । ସ୍ତ୍ରୀକୁ ହତ୍ୟା କରି ଘରଭିତରେ ତାଲା ପକାଇ ରଖିଛି ସ୍ୱାମୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛି । ତେବେ ଘର ବନ୍ଦ ରହିଥିବାରୁ ମୃତଦେହକୁ ପୋଲିସ ଜଗି ରହିଛି ।





