Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତମ୍ବୁ ପକାଇ ବିକ୍ରି କରୁଥିଲେ ଚୋରା ମୋବାଇଲ୍‌, ମାଡ଼ି ବସିଲା ପୁଲିସ

by ସଞ୍ଜୟ ସ୍ୱାଇଁ
September 15, 2022
in Crime, State
ତମ୍ବୁ ପକାଇ ବିକ୍ରି କରୁଥିଲେ ଚୋରା ମୋବାଇଲ୍‌, ମାଡ଼ି ବସିଲା ପୁଲିସ
102
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବେଧଡକ ଚାଲିଥିବା ଚୋରା ମୋବାଇଲ୍‌ କାରବାର। ତମ୍ବୁ ପକାଇ ବିକ୍ରି କରୁଥିଲେ ଚୋରା ମୋବାଇଲ୍‌। ଶେଷରେ ମାଡି ବସିଲା ପୁଲିସ। ମହାରାଷ୍ଟ୍ରରୁ ଆସି ଚୌଦ୍ୱାର ଅଗ୍ରାହାଟ ପଞ୍ଚାୟତ ତାରିଣୀ ମନ୍ଦିର ପାଖରେ ରହୁଥିବା ୩ ଜଣଙ୍କୁ ଚୌଦ୍ୱାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରା ମୋବାଇଲ୍ ଆଣି ବିକ୍ରି କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫୮ଟି ନକଲି ମୋବାଇଲ ଫୋନ୍ ଓ ୫ଟି ବାଇକ ଜବତ ହୋଇଛି। କିଛିଦିନ ହେବ ଆଗ୍ରାହାଟରେ ତମ୍ବୁ ପକାଇ ରହୁଥିବା ତିନିଟି ପରିବାର ଉପରେ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଖୁବ୍ କମ ମୂଲ୍ୟରେ ଚାଇନା ମୋବାଇଲ ବିକ୍ରି କରୁଥିଲେ। ଏପରିକି ମୋବାଇଲ ସହିତ ଗ୍ୟାରେଣ୍ଟି କାର୍ଡ ମଧ୍ୟ ଦେଉଥିଲେ। ହେଲେ ପରେ ଏସବୁ ନକଲି ଗ୍ୟାରେଣ୍ଟି କାର୍ଡ ଥିବା ଜଣାପଡ଼ିଥିଲା। ଖବର ପାଇ ଚୌଦ୍ୱାର ପୁଲିସ ସେମାନଙ୍କ ତମ୍ବୁ ଉପରେ ଆଜି ଚଢ଼ଉ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ଚାଇନା ମୋବାଇଲ୍ ସବୁ ମୁମ୍ବାଇର ଫୁଟପାଥରୁ ଆଣି ଏଠାରେ ବିକ୍ରି କରୁଥିବା ପୁଲିସ କହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!