Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର, ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
September 8, 2022
in Crime, State
୩କୋଟି ଟଙ୍କାର ଧଳା ଜହର, ମାଡ଼ି ବସିଲା ପୁଲିସ
19
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ସିଠାଳୋ ଗାଁରୁ ତିନି ଶହ ସାତ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅଵକାରୀ ଵିଭାଗ। ଜବତ ବ୍ରାଉନସୁଗାରର ମୂଲ୍ୟ ୩୧ଲକ୍ଷ ଟଙ୍କା ହେଵ ଵୋଲି ଅଵକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଦୁଇ ଜଣ ପେଶାଦାର ଅଵକାରୀ ଦ୍ରବ୍ୟ ଚାଲାଣ ଅପରାଧି ଵୋଲି ଅଧିକ୍ଷକ ସୂଚନା ଦେଇଛନ୍ତି। ଅଵକାରୀ ଅଧିକ୍ଷକ ଦେଵାଶିଷ ପଟେଲ କହିଛନ୍ତି, ନିଆଳୀ ଏଵେ ଵେଆଇନ ନିଶା କାରଵାରର ନୂଆ ପେଣ୍ଠସ୍ଥଳୀ ପାଲଟିଛି । ସହରାଞ୍ଚଳରେ ଵ୍ୟାପକ ଧରପଗଡ ହେଵା ପରେ ନିଶା ଵେପାରୀମାନେ ଏଵେ ଗ୍ରାମାଞ୍ଚଳରୁ ନିଶା ବ୍ୟବସାୟ ଚଳାଉଥିବା ଅଵକାରୀ ଅଧିକ୍ଷକ କହିଛନ୍ତି। ଜଵତ ହୋଇଥିଵା ଵ୍ରାଉନସୁଗାର ବାଲେଶ୍ବରରୁ ଜଗତସିଂହପୁର ଦେଇ କଟକ ଜିଲ୍ଲାକୁ ଆସୁଥିଲା ଵୋଲି ଅଵକାରୀ ଵିଭାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଗତ ପାଞ୍ଚ ମାସ ଭିତରେ କଟକ ଅଵକାରୀ ଵିଭାଗ ତିନି କ୍ବିଣ୍ଟାଲ ଗଞ୍ଜେଇ ଓ ଅଧ କିଲେ ଵ୍ରାଉନସୁଗାର ଜଵତ କରିବା ସହ ଏହି ମାମଲାରେ କୋଡିଏ ଜଣଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!