Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦାମୀ ଗିଫ୍ଟ ଦେଇ ଦିଲ ଜିତୁଥିଲା ଚିତ୍ତ

by ସଞ୍ଜୟ ସ୍ୱାଇଁ
September 7, 2022
in Crime, State
ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା ମାମଲା: ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ମିଳିଥିଲା ସୂଚନା
343
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଖୋଳତାଡ କରୁଛି ପୋଲିସ । ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନାକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି ପୋଲିସ । ଗତକାଲି ପୋଲିସ ଚିତ୍ତକୁ ରିମାଣ୍ଡରେ ଆଣିଛି । ଆଜି ତାର ରିମାଣ୍ଡ ଅବଧି ଶେଷ ହେବ। ରିମାଣ୍ଡ ସମୟରେ ପୋଲିସ ହାତରେ ବହୁ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ଲାଗିଛି । ଡ୍ରାଇଭର ଚିତ୍ତର ଦମଦାର ଲଭ ଷ୍ଟୋରୀ । ଦାମୀ ଗିଫ୍ଟ ଦେଇ ଦିଲ ଜିତୁଥିଲା । ଏହାପରେ ଏକାଧିକ ସେମାନଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲା । ଶାସ୍ତ୍ରୀନଗର ଶୁଭଶ୍ରୀ ଆତ୍ମହତ୍ୟା ପଛର ଖଳନାୟକ ଚିତ୍ତରଞ୍ଜନ ରିମାଣ୍ଡ ସମୟରେ ଉଗାରିଛି ସତ। କେବଳ ଶୁଭଶ୍ରୀ ନୁହେଁ, ନିଜ ଜାଲରେ ଏକାଧିକ ମହିଳା ଙ୍କୁ ଫସାଇଥିଲା । ସୋସିଆଲ ମିଡିଆ ଜରିଆରେ ବିବାହିତ ମହିଳାଙ୍କୁ ଟାର୍ଗେଟ କରୁଥିଲା ଚିତ୍ତ । ନିଜ ବୁଦ୍ଧି ବଳ ପ୍ରୟୋଗ କରି କିଛିଦିନ ମଉଜ କରିବା ପରେ ମହିଳାଙ୍କୁ ଛାଡି ଚାଲି ଯାଉଥିଲା ଚିତ୍ତ। ଶୁଭଶ୍ରୀଙ୍କ ଘଟଣାରେ ସବୁ ବୁଦ୍ଧି ପ୍ରୟୋଗ ସତ୍ତ୍ବେ ଧରାପଡିଥିଲା ଏହି କରିତକର୍ମା ଜଣଙ୍କ । ଗତକାଲି ପୋଲିସ ଚିତ୍ତକୁ ରିମାଣ୍ଡ ରେ ଆଣିଛି । ଆଜି ତାର ରିମାଣ୍ଡ ଅବଧି ଶେଷ ହେବ। ରିମାଣ୍ଡ ସମୟରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!