Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଉର୍ବଶୀ

by ସଞ୍ଜୟ ସ୍ୱାଇଁ
September 7, 2022
in NATIONAL NEWS, Sports
ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଉର୍ବଶୀ
159
VIEWS
Share on FacebookShare on Twitter

ମୁମ୍ଵାଇ, (ବାଘୁଆବାର୍ତ୍ତା): ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ର ଏସିଆ କପ ପାଇଁ ଖେଳୁଛନ୍ତି। ଏବଂ ଦୁଇଟି ଚମତ୍କାର ବିଜୟ ପରେ ଏହା ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ହାରି ଯାଇଛି । କହିବାକୁ ଗଲେ ଏସିଆ କପରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ପ୍ରଶଂସକମାନେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌଉତେଲାଙ୍କୁ ଉପରେ ଅଧିକ ନଜର ରଖିଛନ୍ତି। ଯିଏକି ବର୍ତ୍ତମାନ ଦୁବାଇରେ ଅଛନ୍ତି । ଲଗାତର ଷ୍ଟାଡିୟମରେ ପହଞ୍ଚି ଭାରତୀୟ କ୍ରିକେଟ୍ ଟିମ୍‌କୁ ଉତ୍ସାହିତ କରୁଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉଭୟ ମ୍ୟାଚରେ ଉର୍ବଶୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଉଭୟ ମ୍ୟାଚ୍ ସମୟରେ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପାକିସ୍ତାନୀ କ୍ରିକେଟର ନାସିମ ଶାହା ମଧ୍ୟ ନଜର ଆସିଛନ୍ତି। ଉର୍ବଶୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତ-ପାକିସ୍ଥାନ ସହ ଜଡିତ ଅନେକ ଝଲକ ସେୟାର କରିଛନ୍ତ। ଯେଉଁଥିରେ ନାସିମ ଶାହା ମଧ୍ୟ ନଜର ଆସିଛନ୍ତି। ଏହି ଭିଡିଓରେ ନାସିମ ଶାହା ହସୁଥିବା ବେଳେ ଉର୍ବଶୀ ଲାଜେଇ ଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ଏବଂ ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ବିଷୟରେ ଅନେକ ମିମ୍‌ ତିଆରି କରୁଛନ୍ତି। କେହି ଉଭୟଙ୍କ ସମ୍ପର୍କ ବିଷୟରେ କହୁଛନ୍ତି। ଉର୍ବଶୀଙ୍କୁ ୨୮ବର୍ଷ ହୋଇଥିବାବେଳେ ନାସିମ ଶାହାଙ୍କୁ ୧୯ ବର୍ଷ ବୟସ ହୋଇଛି। ରିଷଭଙ୍କ ବିଷୟରେ କହିଲେ ତାଙ୍କୁ ମାତ୍ର ୨୪ବର୍ଷ । ଏହି ତିନି ଜଣଙ୍କ ତ୍ରିକୋଣୀୟ ପ୍ରେମକୁ ନେଇ ଅନେକ ମିମ୍‌ କରାଯାଇଛି । ଏବଂ କୁହାଯାଉଛି କି ରୁଷଭଙ୍କ ସ୍ଥାନରେ ନାସିମ୍‌ ଏଣ୍ଟ୍ରି କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!