ନୀଳଗିରି, (ବାଘୁଆବାର୍ତ୍ତା): ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଯୁବତୀଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ। ସୁରକ୍ଷା କମିଟି ପକ୍ଷରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ନୀଳଗିରି ପୋଲିସ ଏନେଇ ତନାଘନା ଚଳାଇଛି। ଏହି ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।