ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ଆଇନଜୀବୀଙ୍କ ପକ୍ଷରୁ ଦଶପଲ୍ଲା କୋର୍ଟ ବନ୍ଦ କରିବାକୁ ଜେଏମଏଫସିଙ୍କୁ ଅନୁରୋଧ କରା ଯାଇଛି । କୋର୍ଟ ପରିସରରେ ବ୍ୟାପକ ଗହଳୀ ଲାଗି ରହୁଥିବାରୁ କରୋନା ବ୍ୟାପିବାର ସମ୍ଭାବନା ରହିଛି । ଯାହାକୁ ନେଇ ଶୁଶାନ୍ତ କୁମାର ପାତ୍ର, ଶରତ କୁମାର ବେହେରାଙ୍କ ସମେତ ବହୁ ଆଇନଜୀବୀ ଅନୁରୋଧ କରିଛନ୍ତି ।





