ନୟାଗଡ଼, (ବାଘୁଆବାର୍ତ୍ତା): ବେଆଇନ ମଦ ବିକ୍ରି କରିବା ମହଙ୍ଗା ପଡିଲା । ଇଟାମାଟି ପୋଲିସ ଆଜି ଫିଲ୍ମ ହଲ ଛକ ନିକଟରେ ଥିବା ଗଙ୍ଗା ପାନ ଦୋକାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପାନ ଦୋକାନରୁ ୧୦ଲିଟର ବୀଦେଶି ମଦ ଜବତ କରିବା ସହ ଇଟାମାଟିର ଗଙ୍ଗାଧର ସାହୁଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।





