Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାକୁ ଚିଠି ଲେଖି ଆତ୍ମହତ୍ୟା କଲା ପ୍ରେମିକ!

by ସଞ୍ଜୟ ସ୍ୱାଇଁ
August 2, 2022
in Crime, State
ପ୍ରେମିକାକୁ ଚିଠି ଲେଖି ଆତ୍ମହତ୍ୟା କଲା ପ୍ରେମିକ!
109
VIEWS
Share on FacebookShare on Twitter

ଭୁବନେଶ୍ୱର, , (ବାଘୁଆବାର୍ତ୍ତା): ଦୁହେଁ ଦୁହିଁଙ୍କୁ ୭ବର୍ଷ ହେଲା ଭଲ ପାଉଥିଲେ। ଏକାଠି ବୁଲୁଥିଲେ ,ଏକାଠି ଖାଉଥିଲେ। ସୁନାର ସଂସାର ଗଢ଼ିବାକୁ ସ୍ୱପ୍ନ ମଧ୍ୟ ଦେଖୁଥିଲେ। ହେଲେ ଏହି ସମ୍ପର୍କ ଉପରେ କାହାର ଯେପରି ନଜର ଲାଗିଗଲା। ହଠାତ୍ ସେମାନଙ୍କ ସମ୍ପର୍କରେ ଆସିଗଲା ତିକ୍ତତା। ଶେଷରେ ପ୍ରେମିକାକୁ ଏକ ଚିଠି ଲେଖି ଆତ୍ମହତ୍ୟା କଲେ ପ୍ରେମିକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରୁ ଜଣ ଯୁବକଙ୍କୁ ମୃତଦେହ ପୁଲିସ ଉଦ୍ଧାର କରିଛି। ତାଙ୍କ ନାଁ ଶକ୍ତିପ୍ରସାଦ ଶତପଥୀ। ତାଙ୍କୁ ୨୮ ବର୍ଷ ହୋଇଥିଲା। ଶକ୍ତିଙ୍କ ମୃତଦେହ ନିକଟରୁ ପୁଲିସ ଏକ ଚିଠି ଜବତ କରିଛି। ସେ ପ୍ରେମ କରୁଥିବା ଯୁବତୀ ଜଣଙ୍କ ପାଖକୁ ଏହି ଚିଠି ଲେଖିଥିବା ଅନୁମାନ କରାଯାଉଛି। ତେବେ ଚିଠି ପଛର ରହସ୍ୟ କଣ, ସଂପୃକ୍ତ ଯୁବତୀ କିଏ, ଆତ୍ମହତ୍ୟା ସହ ଚିଠିର ସମ୍ପର୍କ କଣ ସେ ନେଇ ପୁଲିସ ଖୋଳତାଡ଼ କରୁଛି ପୁଲିସ। ଏହାସହ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ। ଅନ୍ୟପକ୍ଷରେ ଶକ୍ତିଙ୍କ ବନ୍ଧୁ କହିଛନ୍ତି, ସିଆରପି ଛକରେ ଛକରେ ଶକ୍ତିର ଅଫିସ ରହିଛି। ତାର ୫ରୁ ୭ ଗାଡ଼ି ରହିଛି। ସେ ବେପାର କରେ। ସେ ଏକ ଝିଅକୁ ୭ବର୍ଷ ହେଲା ଭଲ ପାଉଥିଲା। ସେ ଝିଅକୁ ନେଇ ସବୁଆଡ଼େ ବୁଲାବୁଲି କରେ। ସେ ଝିଅଙ୍କ ସହ ବିଶୃଙ୍ଖଳା ହେବାରୁ ଆତ୍ମହତ୍ୟା କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!