ଉମରକୋଟ, (ବାଘୁଆବାର୍ତ୍ତା): ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ଲୀମାରାଜ ପ୍ରଧାନ ନିଲମ୍ବିତ । ଲୀମାରାଜ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଆଜି ତାଙ୍କୁ ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ପଦବୀରୁ ନିଲମ୍ବିତ କରାଯାଇଛି ।