ନୟାଗଡ଼, (ବାଘୁଆବାର୍ତ୍ତା); ବର୍ତ୍ତମାନର ତାଜା ଖବର । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ନ ୪ଟା ସମୟରେ ଯୁକ୍ତ ଦୁଇର ବିଜ୍ଞାନ ଓ ବାଣିଝ୍ୟ ବିଭାଗର ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏବଂ କଳା ବିଭାଗର ପରୀକ୍ଷା ଫଳ ସପ୍ତାହେ ମଧ୍ୟରେ ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।





