Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା

by ସଞ୍ଜୟ ସ୍ୱାଇଁ
July 21, 2022
in Crime, Nayagarh, State
ଦଶପଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା
882
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): କିଛି ଦିନ ପୂର୍ବରୁ ନୂତନ ଭାବେ ଦଶପଲ୍ଲା ଥାନା ରେ ନୂତନ କରି ଯୋଗ ଦେଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଦଶପଲ୍ଲା ରେ ରଥ ଯାତ୍ରା କୁ ବେଶ୍ ଶାନ୍ତି ଶୃଙ୍ଖଳା ର ସହ ତୁଲାଇଥିବା ବେଳେ ଦଶପଲ୍ଲା ରେ ଚୋରି, ଡକାୟତି, କୁ ନଜର ରଖିବା ପାଇଁ ଅହରହ ପ୍ରେଟ୍ରୋଲିଂ ବଳବତ ରଖିଥିବା ବେଳେ ଗତ ୨୦ ତାରିଖ ବୁଧବାର ରାତ୍ରି ପ୍ରାୟ ୧୦ଘଣ୍ଟିକା ସମୟ ପ୍ରେଟ୍ରଲିଂ ଚାଲିଥିବାବେଳେ ଦଶପଲ୍ଲା ନିକଟ ଘୋଳାହାଣ୍ଡି ନିକଟ ତାଲେରା ଠାରେ ଥିବା ଭୂଇଁଆଣୀ ମନ୍ଦିର ପାର୍ଶ୍ଵ ରେ କିଛି ଯୁବକ ଗହଳି ହୋଇ ଛିଡା ହୋଇ ଥିବାର ଦେଖି ପାଖକୁ ଯାଇଥିଲେ ଏବଂ ପୋଲିସ କୁ ଦେଖି ସେଥି ମଧ୍ୟ ରୁ କିଛି ଯୁବକ ଛତ୍ର ଭଙ୍ଗ ଦେଇଥିବାବେଳେ ଆଉ କିଛି ଯୁବକ ଏକ ଗ୍ରେ କଲର ୱାଗ୍ନାର କାର ଯାହାର ନମ୍ବର (OR 05 V6566) ରେ ପଳେଇ ଯିବା ପାଇଁ ଚେଷ୍ଟା କରିଥିଲେ ଏବଂ ଦଶପଲ୍ଲା ପୋଲିସ ସେହି କାର ଟିକୁ ପିଚ୍ଛାକରୀ କାର ଭିତରେ ଥିବା ଯୁବକ ମାନଙ୍କୁ କାବୁ କରିବା ସହ ଭିତରୁ ୨୨.୫୦୦କି.ଗ୍ରା ର ଗଞ୍ଜେଇ,୧ ବନ୍ଧୁକ, ଏବଂ ଭୂଇଁ ଆଣି ମନ୍ଦିର ଠାରୁ ୩ଟି ବାଇକ୍ ଜବତ କରିବା ସହ ୭ଜଣ ଯୁବକ ଙ୍କୁ ଗିରଫ କରିଛି ।। ସବୁଠୁ ବଡ଼ କଥା ହେଲା ଜବତ ହୋଇଥିବା କାର ର ପଛ ପଟେ ଓକିଲ ସିମ୍ବଲ୍ ରହିଥିବାର ଦେଖିବାକୁ ମିଳିଛି। ଆଇନ ଯିବି କାର ରେ ଗଞ୍ଜେଇ ଚାଲାଣ ହେଉଥିବାରୁ ସମସ୍ତଙ୍କୁ ଚକିତ କରିଦେଇଛି।। ଗୋଟେ ବଡ଼ ଧରଣ ର ଡକାୟତ ଗ୍ୟାଙ୍ଗ କୁ ଗିରଫ କରାଯାଇଛି ବୋଲି ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।। ଏବଂ ଏହି ୭ଜଣ ଡକାୟତ ମାନଙ୍କ ଘର ଦଶପଲ୍ଲା ନିକଟ ମଧ୍ୟଖଣ୍ଡ ଗ୍ରାମ ର ଏବଂ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!