Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ସହ ଗଣ ଦୁଷ୍କର୍ମ ଘଟଣାରେ ୩୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଜୋରିମାନା ଶୁଣାଇଲେ ଅଦାଲତ

by ସଞ୍ଜୟ ସ୍ୱାଇଁ
July 19, 2022
in Crime, State
ନାବାଳିକା ସହ ଗଣ ଦୁଷ୍କର୍ମ ଘଟଣାରେ ୩୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଜୋରିମାନା ଶୁଣାଇଲେ ଅଦାଲତ
82
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ନାବାଳିକା ସହ ଗଣ ଦୁଷ୍କର୍ମ ଘଟଣାରେ ଜୟପୁର ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟର ଐତିହାସିକ ରାୟ। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଦୀପ କୁମାର ସାମଲ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କନ୍ଦପାନକୁ ୩୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି। ଆଇପିସିର ବିଭିନ୍ନ ଧାରାରେ ଅଦଲତଦୋଷୀକୁ ଏହି ରାୟ ଶୁଣାଇଛନ୍ତି। ଜୟପୁର ପୋକ୍ସୋ କୋର୍ଟରେ ଦୋଷୀକୁ ଆଜୀବନ କାରାଦଣ୍ଡ ବ୍ୟତୀତ ୩୮ ବର୍ଷ ପାଇଁ କାରାଦଣ୍ଡ ଘୋଷଣା ହେବା ପ୍ରଥମ ଘଟଣା। ଖବର ଅନୁସାରେ, ଗତ ୨୦୧୭ ମସିହା ନଭେମ୍ବର ମାସ ୨୨ ତାରିଖରେ ଦୋଷୀ ସୁଶାନ୍ତ କନ୍ଧପାନ ସୁନାବେଡ଼ାରେ ରହୁଥିବା ପୀଡିତାଙ୍କୁ ଟ୍ୟୁସନ ଯିବା ସମୟରେ ନିଜ ସାଙ୍ଗମାନଙ୍କ ସହ ମିଶି ବଳ ପୂର୍ବକ ଉଠାଇନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ପୀଡିତାକୁ ବ୍ଳାକ୍ ମେଲ୍ କରି ବାରମ୍ବାର ଦୁଷ୍କର୍ମ କରିଥିଲେ। ଅଦାଲତରେ ଏହି ଘଟଣାରେ ୮ ଜଣଙ୍କ ସାଖି ନିଆ ଯାଇଥିଲା। ଘଟଣାରେ ଜଡ଼ିତ ଆଉ ୨ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅପରାଧିକ ମାମଲାରେ କୋର୍ଟ ଏପରି ରାୟ ଶୁଣାଇଥାନ୍ତି ବୋଲି ପୀଡିତାଙ୍କ ଓକିଲ ଡଃ ଗାୟତ୍ରୀ ଦେବୀ କହିଛନ୍ତି। ସେପଟେ ଏପରି ରାୟ ଦ୍ୱାରା ଏପରି ଅମାନୁଷିକ ଅପରାଧି ଘଟାଉଥିବା ଅଭିଯୁକ୍ତମାନେ ସଜାଗ ହେବେ ଏବଂ ଲୋକଙ୍କ ଆଇନ କାନୁନ ପ୍ରତି ଭୟ ରହିବ ବୋଲି କହିଛନ୍ତି ବରିଷ୍ଠ ସରକାରୀ ଓକିଲ ବିଷ୍ଣୁ ପାତ୍ର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!