Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲା ବୁଗୁଡାରେ ବୋମା ଆତଙ୍କ

by ସଞ୍ଜୟ ସ୍ୱାଇଁ
July 13, 2022
in Crime, Nayagarh, State
ଦଶପଲ୍ଲା ବୁଗୁଡାରେ ବୋମା ଆତଙ୍କ
197
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବୋମା ବିସ୍ଫୋରଣରେ ଆତଙ୍କିତ ଗ୍ରାମବାସୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସ୍ବର୍ଗତ ଅଭିମନ୍ୟୁ ନାୟକଙ୍କ ପରିତ୍ୟକ୍ତା ଘରେ କୈାଣସି ଅଜଣା ବ୍ୟକ୍ତି, ଏକ ଜରି ବ୍ୟାଗରେ ଦୁଇଟି ବୋମାରଖି ଦେଇଥିଲେ । ଆଜି ସକାଳୁ ଘରକାମ ଲାଗି ଶ୍ରମିକ ମାନେ ଇଟା ଆଣିବାପାଇଁ ଯାଇଥିବାବେଳେ, ବ୍ୟାଗରେ କଣ ଅଛି ଭାବି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମର କିଛି ଯୁବକ ପାନଡବାରେ କଣ ଅଛି ଭାବି ସେଥିରୁ ଗୋଟିଏ ଡ଼ବାକୁ ରାସ୍ତାକୁ ଫୋପାଡ଼ି ଦେଇଥିଲାବେଳେ ତାହା ପ୍ରଚଣ୍ଡ ଶବ୍ଦ କରି ଫୁଟି ଯାଇଥିଲା । ବୋମା ବିଷ୍ଫୋରଣର ଶବ୍ଦ ପ୍ରାୟ ୫ କିଲୋମିଟର ପର୍ୟ୍ୟନ୍ତ ଶୁଭିଥିଲା । ଏହି ବିଷ୍ଫୋରଣ ଶବ୍ଦରେ ଗ୍ରାମବାସୀ ଆତଙ୍କିତ ହୋଇ, ଦଶପଲ୍ଲା ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି, ଜୀବନ୍ତ ବୋମାକୁ ଉଦ୍ଧାର କରିବା ସହିତ, ତାକୁ ନିସ୍କ୍ରିୟ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!