ନୂଆପଡା, (ବାଘୁଆବାର୍ତ୍ତା): ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଧରା ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ ଠାବ ହୋଇଛି । ଗୋଟିଏ ଏୟାର ଗନ୍ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଓବାଦୀଙ୍କ ସହ ପାଖାପାଖି ଦୁଇ ଘଣ୍ଟା ଗୁଳି ବିନିମୟ ହୋଇଥିଲା । ପରେ ମାଓ କ୍ୟାମ୍ପ୍ ଠାବ ହୋଇଥିଲା ।