ଭଦ୍ରକ ,(ବାଘୁଆବାର୍ତ୍ତା) : ରାଜସ୍ଥାନର ଉଦୟପୁର ପୁର ଠାରେ ଏକ ସୋସିଆଲ ମିଡ଼ିଆ ରେ ଫଟ ପୋଷ୍ଟ ପାଇଁ ୨ ଜଣ ଆତତାୟୀ ମହମ୍ମଦ ମୁସ୍ତାକ ଓ ମହମ୍ମଦ ଗୋସ୍ ଏକ ନିରୀହ ହିନ୍ଦୁ କନ୍ହେଇ କୁମାର ନାମକ ଏକ ଟେଲର୍ ଦୋକାନୀ କୁ ଯେଁଉ ଭଳି ଭାବରେ ଅତ୍ୟନ୍ତ ନିର୍ମମ ଭାବେ ଭୁଜାଲି ରେ ତାର ବେକ କାଟି ହତ୍ୟା କରିଥଲେ ଏବଂ ହତ୍ୟା ସମୟରେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ଏହା ହିନ୍ଦୁ ସମାଜ ପାଇଁ ଏକ ଚୁନତୀ ସଦୃଶ୍ୟ ହୋଇଛି ଏହାର ପ୍ରତିବାଦ ରେ ବଜରଙ୍ଗ ଦଳ ତରଫରୁ ସମଗ୍ର ଦେଶରେ ଇସଲାମିକ ଜିହାଦ ଓ ଆତଙ୍କବାଦ ବିରୋଧ ଓ ଉକ୍ତ ଦୁଇ ଜଣ ଆତତାୟୀ ମାନଙ୍କୁ ଯଥା ଶୀଘ୍ର ଫାଶୀ ଦଣ୍ଡ ଦିଆଯିବା ପାଇଁ ବଜରଙ୍ଗ ଦଳ ତରଫରୁ ଦାବି କରାଯିବା ସହ ବିକ୍ଷୋଭ କରଯାଇଥିଲା ଆଜି ସକାଳ ୧୦ ଘଟିକା ସମୟରେ ଭଦ୍ରକ ଟାଉନ ହଲ ଛକ , ବନ୍ତ ଛକ ଓ ଚରମ୍ପା ଷ୍ଟେସନ ଛକ ନିକଟରେ କୁଷପୁତିଲିକା ଦାହ କରିବା ସହ ଆସାମୀକୁ ତୁରଂତ ଫାଶୀ ଦିଆଯାଉ ବୋଲି ବଜରଙ୍ଗ ଦଳର ବିଭାଗ ତଥା ଜିଲ୍ଲା ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡା ଦାବି ଉପସ୍ଥାପନା କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ବାଲେଶ୍ବର ବିଭାଗ ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ମାନନୀୟ ବିଜୟ କୁମାର ସିହ୍ନା, ସଙ୍କର୍ଷଣ ବେହେରା, ପୁନିଲ ସାମନ୍ତ, ଖିତିଶ ରାଉତ୍ ତପନ ମୋହାନ୍ତି, ବ୍ରହ୍ମାନନ୍ଦ ସାହୁ, ଦେବାଶିଷ ଗୃହାଚାର୍ଯ୍ୟ, ସନ୍ତୋଷ ବେହେରା, ସଂଜୀବ ଦାସ, ନୀମେଇ ଦାସ, ଶଶିକାନ୍ତ ସାହୁ, ଭାଗିରଥି ବେହେରା ଓ ମାତୃଶକ୍ତି ଜିଲ୍ଲା ପ୍ରମୁଖ, ସରୋଜିନୀ ଦାସ ଙ୍କ ସମତେ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ,,






